ଆଇସିସି ମାନ୍ୟତା: ଚତୁର୍ଥ ସ୍ଥାନରେ ଭାରତୀୟ ମହିଳା ଟିମ୍

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ମହିଳା ରେଟିଂ ତାଲିକା ଗୁରୁବାର ପ୍ରକାଶ ପାଇଛି । ଆଇସିସିର ତିନି ଫର୍ମାଟ ଦିନିକିଆ, ଟି-୨୦ ଓ ଟେଷ୍ଟ ଶୃଙ୍ଗଳାରେ ମାନ୍ୟତାର ଚତୁର୍ଥସ୍ଥାନରେ ରହିଛି ଭାରତୀୟ ମହିଳା ଟିମ୍। ଭାରତ ମହିଳା ଟିମ ୧୦୫ ପଏଣ୍ଟ ରଖି ଆଇସିସି ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଶୀର୍ଷସ୍ଥାନରେ ଅଷ୍ଟ୍ରେଲିଆ ମହିଳା ଟିମ୍ (୧୩୪ ପଏଣ୍ଟ), ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ (୧୨୪ ପଏଣ୍ଟ), ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ (୧୦୯ ପଏଣ୍ଟ), ପଞ୍ଚମ […]

ICC-Womens-World-Cup-Australia-1255673_Fotor_Collage

Rakesh Mallick
  • Published: Thursday, 01 October 2015
  • Updated: 01 October 2015, 12:25 PM IST

Sports

Latest News

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ମହିଳା ରେଟିଂ ତାଲିକା ଗୁରୁବାର ପ୍ରକାଶ ପାଇଛି । ଆଇସିସିର ତିନି ଫର୍ମାଟ ଦିନିକିଆ, ଟି-୨୦ ଓ ଟେଷ୍ଟ ଶୃଙ୍ଗଳାରେ ମାନ୍ୟତାର ଚତୁର୍ଥସ୍ଥାନରେ ରହିଛି ଭାରତୀୟ ମହିଳା ଟିମ୍। ଭାରତ ମହିଳା ଟିମ ୧୦୫ ପଏଣ୍ଟ ରଖି ଆଇସିସି ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଶୀର୍ଷସ୍ଥାନରେ ଅଷ୍ଟ୍ରେଲିଆ ମହିଳା ଟିମ୍ (୧୩୪ ପଏଣ୍ଟ), ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ (୧୨୪ ପଏଣ୍ଟ), ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ (୧୦୯ ପଏଣ୍ଟ), ପଞ୍ଚମ ସ୍ଥାନରେ ୱେଷ୍ଟଇଣ୍ଡିଜ୍ (୯୯ ପଏଣ୍ଟ), ଷଷ୍ଠ ସ୍ଥାନରେ ଦକ୍ଷିଣ ଆଫ୍ରିକା (୯୨ ପଏଣ୍ଟ), ସପ୍ତମ ସ୍ଥାନରେ ପାକିସ୍ତାନ (୮୧), ଅଷ୍ଟମ ସ୍ଥାନରେ ଶ୍ରୀଲଙ୍କା (୭୪ ପଏଣ୍ଟ), ନବମ ସ୍ଥାନରେ ବାଙ୍ଗଲାଦେଶ (୫୭ ପଏଣ୍ଟ) ଓ ୧୦ମ ସ୍ଥାନରେ ଆୟରଲାଣ୍ଡ (୨୬ ପଏଣ୍ଟ) ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story