ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ମହିଳା ରେଟିଂ ତାଲିକା ଗୁରୁବାର ପ୍ରକାଶ ପାଇଛି । ଆଇସିସିର ତିନି ଫର୍ମାଟ ଦିନିକିଆ, ଟି-୨୦ ଓ ଟେଷ୍ଟ ଶୃଙ୍ଗଳାରେ ମାନ୍ୟତାର ଚତୁର୍ଥସ୍ଥାନରେ ରହିଛି ଭାରତୀୟ ମହିଳା ଟିମ୍। ଭାରତ ମହିଳା ଟିମ ୧୦୫ ପଏଣ୍ଟ ରଖି ଆଇସିସି ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଶୀର୍ଷସ୍ଥାନରେ ଅଷ୍ଟ୍ରେଲିଆ ମହିଳା ଟିମ୍ (୧୩୪ ପଏଣ୍ଟ), ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ (୧୨୪ ପଏଣ୍ଟ), ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡ (୧୦୯ ପଏଣ୍ଟ), ପଞ୍ଚମ ସ୍ଥାନରେ ୱେଷ୍ଟଇଣ୍ଡିଜ୍ (୯୯ ପଏଣ୍ଟ), ଷଷ୍ଠ ସ୍ଥାନରେ ଦକ୍ଷିଣ ଆଫ୍ରିକା (୯୨ ପଏଣ୍ଟ), ସପ୍ତମ ସ୍ଥାନରେ ପାକିସ୍ତାନ (୮୧), ଅଷ୍ଟମ ସ୍ଥାନରେ ଶ୍ରୀଲଙ୍କା (୭୪ ପଏଣ୍ଟ), ନବମ ସ୍ଥାନରେ ବାଙ୍ଗଲାଦେଶ (୫୭ ପଏଣ୍ଟ) ଓ ୧୦ମ ସ୍ଥାନରେ ଆୟରଲାଣ୍ଡ (୨୬ ପଏଣ୍ଟ) ପାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।