ଆଇସିସି ଟେଷ୍ଟ୍ ବୋଲର ମାନ୍ୟତା: ୧୩କୁ ଉଠିଲେ ଜାଡେଜା, ୫ରେ ଅଶ୍ୱିନ

ଦୁବାଇ: ଆଇସିସି ପକ୍ଷରୁ ବୁଧବାର ଟେଷ୍ଟ୍ ବୋଲରମାନଙ୍କର ସଦ୍ୟ ପଏଣ୍ଟ୍ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଭାରତୀୟ ସ୍ପିନର ଅଜୟ ଜାଡେଜା ଆଠଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ରହିଛନ୍ତି। ଟେଷ୍ଟ୍ ବୋଲିଂରେ ପ୍ରଥମ ଥର ପାଇଁ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚରେ ୮ଟି ୱିକେଟ୍ ଓ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେବା ପରେ ୬୬୫ ପଏଣ୍ଟ ସହ ସଦ୍ୟ […]

jadeja

jadeja

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 04:32 PM IST

Sports

Latest News

ଦୁବାଇ: ଆଇସିସି ପକ୍ଷରୁ ବୁଧବାର ଟେଷ୍ଟ୍ ବୋଲରମାନଙ୍କର ସଦ୍ୟ ପଏଣ୍ଟ୍ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଭାରତୀୟ ସ୍ପିନର ଅଜୟ ଜାଡେଜା ଆଠଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ରହିଛନ୍ତି। ଟେଷ୍ଟ୍ ବୋଲିଂରେ ପ୍ରଥମ ଥର ପାଇଁ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚରେ ୮ଟି ୱିକେଟ୍ ଓ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେବା ପରେ ୬୬୫ ପଏଣ୍ଟ ସହ ସଦ୍ୟ ଟେଷ୍ଟ୍ ବୋଲର ମାନ୍ୟତା ତାଲିକାର ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜରେ ବର୍ତ୍ତମାନ ସୁଦ୍ଧା ୧୨ଟି ୱିକେଟ୍ ହାତେଇ ଥିବା ବେଳେ ମାନ୍ୟତା ତାଲିକର ୫ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ସେ ୮୦୬ ପଏଣ୍ଟ ସହିତ ଏହି ସ୍ଥାନରେ ରହିଛନ୍ତି। ଟେଷ୍ଟ୍ ବୋଲର ମାନ୍ୟତାର ଟପ୍ ଟେନରେ ସେ ଏକମାତ୍ର ଭାରତୀୟ ଭାବେ ସ୍ଥାନିତ ହୋଇଛନ୍ତି।

ଅନ୍ୟପକ୍ଷରେ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ତାଲିକାର ଟପଟେନରେ କୌଣସି ଭାରତୀୟ ନାହାନ୍ତି। ୧୨ ନମ୍ବର ସ୍ଥାନରେ ଅଛନ୍ତି ମୂରଲୀ ବିଜୟ। ଚେତେଶ୍ୱର ପୂଜାର ୧୩ ନମ୍ବର ସ୍ଥାନରେ ଥିବା ବେଳେ ଭାରତୀୟ ଟେଷ୍ଟ୍ ଦଳର ଅଧିନାୟମ ବିରାଟ କୋହଲି ୧୭ ନମ୍ବର ସ୍ଥାନରେ ରହିଛନ୍ତି।

ଅଲରାଉଣ୍ଡର ତାଲିକାର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି ବାଂଲାଦେଶର ସକିବ ଅଲ୍ ହାସନ। ରବିଚନ୍ଦ୍ରନ ଅଶ୍ୱିନ ଅଲରାଉଣ୍ଡର ଭାବେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଜାଡେଜା ଏହି ତାଲିକାର ୧୦ ନମ୍ବର ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story