ଆଇସିସି ଟେଷ୍ଟ ମାନ୍ୟତା: ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ ଟେଷ୍ଟ୍ ସିରିଜ୍ ଜିତିବା ପରେ ଭାରତୀୟ ଦଳର ଟେଷ୍ଟ୍ ମାନ୍ୟତାରେ ଉନ୍ନତି ଘଟିଛି। ଦଳ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଦଳ ୧୧୦ ରେଟିଂ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଏହି ସିରିଜ୍ ହାରିଯିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୧୧୪ ରେଟିଂ ପାଇ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ଚତୁର୍ଥ ଓ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛି। ସେହିଭଳି ନ୍ୟୁଜିଲାଣ୍ଡ […]

India

India

Rakesh Mallick
  • Published: Monday, 07 December 2015
  • Updated: 07 December 2015, 03:13 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ ଟେଷ୍ଟ୍ ସିରିଜ୍ ଜିତିବା ପରେ ଭାରତୀୟ ଦଳର ଟେଷ୍ଟ୍ ମାନ୍ୟତାରେ ଉନ୍ନତି ଘଟିଛି। ଦଳ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଦଳ ୧୧୦ ରେଟିଂ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଏହି ସିରିଜ୍ ହାରିଯିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୧୧୪ ରେଟିଂ ପାଇ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ଚତୁର୍ଥ ଓ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛି। ସେହିଭଳି ନ୍ୟୁଜିଲାଣ୍ଡ ଷଷ୍ଠ ଓ ଶ୍ରୀଲଙ୍କା ସପ୍ତମ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ଅଷ୍ଟମ ଓ ବାଂଲାଦେଶ ନବମ ସ୍ଥାନରେ ରହିଥିବା ବେଳେ ଜିମ୍ବାୱେ ୧୦ମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story