ଆଇସିସି ଟେଷ୍ଟ୍ ମାନ୍ୟତା: କୋହଲି ୧୦, ଅଶ୍ୱିନୀ ୯

ଦୁବାଇ: ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ୍ ବୋଲର ମାନ୍ୟତାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନୀ। ସେ ୯ ନମ୍ବର ସ୍ଥାନ ହାସଲ କରିଛନ୍ତି। ଗତକାଲି ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ସେ ୧୦ଟି ୱିକେଟ୍  ହାତେଇ ଥିଲେ। ଅବଶ୍ୟ ଭାରତ ଏହି ମ୍ୟାଚ୍ ହାରି ଯାଇଥିଲା। ଭାରତର ଏକମାତ୍ର ବୋଲର ଭାବେ ସେ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେହିଭଳି ଭାରତୀୟ ଟେଷ୍ଟ୍ […]

ashwineekohali

ashwineekohali

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 09:58 AM IST

ଦୁବାଇ: ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ୍ ବୋଲର ମାନ୍ୟତାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନୀ। ସେ ୯ ନମ୍ବର ସ୍ଥାନ ହାସଲ କରିଛନ୍ତି। ଗତକାଲି ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ସେ ୧୦ଟି ୱିକେଟ୍  ହାତେଇ ଥିଲେ। ଅବଶ୍ୟ ଭାରତ ଏହି ମ୍ୟାଚ୍ ହାରି ଯାଇଥିଲା। ଭାରତର ଏକମାତ୍ର ବୋଲର ଭାବେ ସେ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେହିଭଳି ଭାରତୀୟ ଟେଷ୍ଟ୍ ଅଧିନାୟକ ବିରାଟ କୋହଲି ବ୍ୟାଟ୍ସମ୍ୟାନ୍ ତାଲିକାର ୧୦ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ବ୍ୟତୀତ ଭାରତୀୟ ଟିମର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ନାହାନ୍ତି। ତେବେ ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ଶତକୀୟ ପାରି ଖେଳିଥିବା ଶିଖର ଧାୱନ ୧୫ଟି ସ୍ଥାନ ଉନ୍ନୀତ ହୋଇ ୩୨ ନମ୍ବରରେ ପହଞ୍ଚିଛନ୍ତି। ଆଜି ପର୍ଯ୍ୟନ୍ତ ଏହା  ହେଉଛି ତାଙ୍କ ଟେଷ୍ଟ୍ କ୍ୟାରିୟର ସବୁଠାରୁ ଶ୍ରେଷ୍ଠ ମାନ୍ୟତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story