ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: ତୃତୀୟ ସ୍ଥାନକୁ ଉଠିଲେ ବୁମ୍ରା

ଦୁବାଇ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆଇସିସି ଟେଷ୍ଟ ବୋଲର ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେ କ୍ୟାରିୟରର ଶ୍ରେଷ୍ଠ ୮୩୫ ପଏଣ୍ଟ ହାସଲ କରିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ହୋଇଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବୁମ୍ରା ୧୩ଟି ୱିକେଟ୍ ନେଇଥିଲେ। ପ୍ରଥମ ଟେଷ୍ଟ ମ୍ୟାଚରେ ବୁମ୍ରା ଭାରତ ପକ୍ଷରୁ ସବୁଠାରୁ କମ୍ ମ୍ୟାଚରେ ୫୦ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟରେ ସେ […]

bumrah

bumrah

Ranjit Kumar Jena
  • Published: Tuesday, 03 September 2019
  • Updated: 03 September 2019, 05:17 PM IST

Sports

Latest News

ଦୁବାଇ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆଇସିସି ଟେଷ୍ଟ ବୋଲର ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେ କ୍ୟାରିୟରର ଶ୍ରେଷ୍ଠ ୮୩୫ ପଏଣ୍ଟ ହାସଲ କରିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ହୋଇଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବୁମ୍ରା ୧୩ଟି ୱିକେଟ୍ ନେଇଥିଲେ।

ପ୍ରଥମ ଟେଷ୍ଟ ମ୍ୟାଚରେ ବୁମ୍ରା ଭାରତ ପକ୍ଷରୁ ସବୁଠାରୁ କମ୍ ମ୍ୟାଚରେ ୫୦ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟରେ ସେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ନେବାରେ ତୃତୀୟ ଭାରତୀୟ ବୋଲର ହୋଇଥିଲେ। ଏହା ପୂର୍ବରୁ ହରଭଜନ ସିଂହ ଓ ଇରଫାନ୍ ପଠାନ୍ ହ୍ୟାଟ୍ରିକ୍ ସଫଳତା ନେଇଥିଲେ।

ନିଜର ଦମଦାର ପ୍ରଦର୍ଶନ ବଳରେ ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ପ୍ଲେୟର୍ ଅଫ୍ ଦି ସିରିଜ୍ ବିଚେଚିତ କରାଯାଇଥିଲା। ବୁମ୍ରା ପ୍ରଥମ ଟେଷ୍ଟର ୨ୟ ଇନିଂସରେ ମାତ୍ର ୭ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୭ ରନରେ ୬ ୱିକେଟ୍ ନେଇଥିଲେ। ୨୫ ବର୍ଷୀୟ ବୁମ୍ରା ଏବେ ବୋଲରଙ୍କ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଓ ଦକ୍ଷିଣ ଆଫ୍ରିକାର କାଗିସୋ ରବାଡାଙ୍କଠାରୁ ପଛରେ ଅଛନ୍ତି।

ଅକ୍ଟୋବର ୨ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜ୍ ଜରିଆରେ ଭଲ ପ୍ରଦର୍ଶନ କରି ବୁମ୍ରା ନିଜ ରାଙ୍କିଙ୍ଗରେ ସୁଧାର ଆଣିବାକୁ ଚାହିଁବେ। ବୁମ୍ରା ଗତ ସପ୍ତାହରେ ଟଫ୍-୧୦ ବୋଲରଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ। ସେ ୧୬ତମ ସ୍ଥାନରୁ ସିଧା ସପ୍ତମ ସ୍ଥାନରେ ପହଞ୍ଚିଥିଲେ। ଏଥର ସେ ଚାରୋଟି ସ୍ଥାନ ଉପରକୁ ଉଠିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ଚତୁର୍ଥ ସ୍ଥାନକୁ ଉଠିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story