ଆଇସିସି ବିଶ୍ୱକପ୍‌ ଟି-୨୦ରେ ଭାଗ ନେବ ପାକିସ୍ତାନ

କରାଚୀ: ଭାରତରେ ମାର୍ଚ୍ଚ-ଏପ୍ରିଲରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଅଂଶଗ୍ରହଣ କରିବା ନେଇ ଗୁରୁବାର ସମ୍ମତି ଜଣାଛି ପାକିସ୍ତାନ। ଭାରତଗସ୍ତରେ ଆସିବାକୁ ଟିମ୍‌କୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିବା କରାଯାଇଛି ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସଭାପତି ଶାହାରୟାର ଖାନ୍ ପ୍ରକାଶ କରିଛନ୍ତି। କିଛିଦିନ ତଳେ ସେ ଆଇସିସିକୁ ଅନୁରୋଧ କହିଥିଲେ ଯେ, “ଭାରତରେ ଖେଳିବାକୁ ପାକିସ୍ତାନ ସରକାର ଟିମ୍‌କୁ ଅନୁମତି ଦେଉ ନ ଥିବାରୁ ବିଶ୍ୱକପ୍‌ ଭେନ୍ୟୁକୁ ପାକିସ୍ତାନକୁ ସ୍ଥାନାନ୍ତର କରାଯାଉ।” […]

Pakistan-cricketer-Anwar-Ali-R-celebrates-with-his-teammates

Rakesh Mallick
  • Published: Thursday, 25 February 2016
  • Updated: 25 February 2016, 01:34 PM IST

Sports

Latest News

କରାଚୀ: ଭାରତରେ ମାର୍ଚ୍ଚ-ଏପ୍ରିଲରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଅଂଶଗ୍ରହଣ କରିବା ନେଇ ଗୁରୁବାର ସମ୍ମତି ଜଣାଛି ପାକିସ୍ତାନ। ଭାରତଗସ୍ତରେ ଆସିବାକୁ ଟିମ୍‌କୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିବା କରାଯାଇଛି ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସଭାପତି ଶାହାରୟାର ଖାନ୍ ପ୍ରକାଶ କରିଛନ୍ତି। କିଛିଦିନ ତଳେ ସେ ଆଇସିସିକୁ ଅନୁରୋଧ କହିଥିଲେ ଯେ, “ଭାରତରେ ଖେଳିବାକୁ ପାକିସ୍ତାନ ସରକାର ଟିମ୍‌କୁ ଅନୁମତି ଦେଉ ନ ଥିବାରୁ ବିଶ୍ୱକପ୍‌ ଭେନ୍ୟୁକୁ ପାକିସ୍ତାନକୁ ସ୍ଥାନାନ୍ତର କରାଯାଉ।” ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ସରକାର ଦଳକୁ ଭାରତ ପଠାଇବାକୁ ଅମଙ୍ଗ ହେଉଥିଲେ। ବିସିସିଆଇ ପକ୍ଷରୁ ସୁରକ୍ଷା ନେଇ ସନ୍ତୋଷଜନକ ପ୍ରତିଶ୍ରୁତି ମିଳିବା ପରେ ପିସିବି ଦଳକୁ ଭାରତରେ ଖେଳିବାକୁ ଅନୁମତି ମିଳିଛି।

ସୂଚନାଯୋଗ୍ୟ, ପାକିସ୍ତାନ ଆଇସିସି ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କୋଲକତାର ଇଡେନ୍ ଗାର୍ଡେନରେ ମାର୍ଚ୍ଚ ୧୬ରେ ଖେଳିବ। ଏହାର ଠିକ ଦୁଇ ଦିନ ପରେ ଧର୍ମଶାଲାରେ ପାରମ୍ପାରିକ ପ୍ରତିନ୍ଦ୍ୱନ୍ଦି ଭାରତକୁ ଭେଟିବ ପାକିସ୍ତାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story