ଲିନଙ୍କ ୮୨, ତାହିରଙ୍କୁ ୪ ୱିକେଟ୍, ଚେନ୍ନାଇକୁ ୧୬୨ ରନର ଟାର୍ଗେଟ୍

କୋଲକାତା: ଚଳିତ ଆଇପିଏଲର ୨୯ତମ ମ୍ୟାଚ୍ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କ୍ରିସ୍ ଲିନଙ୍କ ଧୂଆଁଧାର ବ୍ୟାଟିଂ ସତ୍ତେ୍ୱ କେକେଆର ପ୍ରତିପକ୍ଷ ଦଳର ଭେଟେରାନ୍ ସ୍ପିନର ଇମ୍ରାନ ତାହିରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୧ ରନ୍ କରିଛି। ଲିନ୍ ୫୧ ବଲରେ ୭ ଚୌକା ଓ ୬ ଛକା ସହ ୮୨ ରନ୍ […]

tahir

tahir

Ranjit Kumar Jena
  • Published: Sunday, 14 April 2019
  • Updated: 14 April 2019, 05:49 PM IST

Sports

Latest News

କୋଲକାତା: ଚଳିତ ଆଇପିଏଲର ୨୯ତମ ମ୍ୟାଚ୍ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କ୍ରିସ୍ ଲିନଙ୍କ ଧୂଆଁଧାର ବ୍ୟାଟିଂ ସତ୍ତେ୍ୱ କେକେଆର ପ୍ରତିପକ୍ଷ ଦଳର ଭେଟେରାନ୍ ସ୍ପିନର ଇମ୍ରାନ ତାହିରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୧ ରନ୍ କରିଛି।

ଲିନ୍ ୫୧ ବଲରେ ୭ ଚୌକା ଓ ୬ ଛକା ସହ ୮୨ ରନ୍ କରିଛନ୍ତି। ତେବେ ସିଏସକେ ପକ୍ଷରୁ ତାହିର ଚମତ୍କାର ବୋଲିଂ କରି ୨୭ ରନ୍ ଦେଇ ୪ ୱିକେଟ୍ ହାସଲ କରିଛନ୍ତି। ମ୍ୟାଚକୁ ଜିତିବା ପାଇଁ ସିଏସକେକୁ ୧୬୨ ରନ୍ କରିବାକୁ ପଡ଼ିବ। ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା କେକେଆର ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଓପ୍ନର ସୁନୀଲ ନରିନ୍ ମାତ୍ର ୨ ରନ୍ କରି ମିଚେଲ୍ ସାଣ୍ଟନରଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପ୍ନର ଲିନ୍ ଦମଦାର ବ୍ୟାଟିଂ ଜାରି ରଖି ୩୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ସେ ଲଗାତାର ଚେନ୍ନାଇ ବୋଲରଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କୁ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନଥିଲେ। ମଧ୍ୟକ୍ରମରେ ସିଏସକେ ସ୍ପିନର ତାହିର୍ କେକେଆର ବ୍ୟାଟିଂଲାଇନକୁ ଭାଙ୍ଗିବାରେ ମୁଖ୍ୟ ଭୂମିକା ବହନ କରିଥିଲେ। କେକେଆର ପକ୍ଷରୁ ନୀତୀଶ ରାଣା (୨୧), ରବିନ୍ ଉଥାପ୍ପା (୦), ଅଧିନାୟକ ଦିନେଶ କାର୍ତ୍ତିକ (୧୮) ନିରାଶ କରିଥିଲେ।

ଦଳର ସ୍କୋର ୧୨୨ ଥିବା ବେଳେ ଲିନଙ୍କୁ ତାହିର୍ ପ୍ୟାଭିଲିୟନ୍ ପଠାଇଥିଲେ। ଇନଫର୍ମ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ସିଜନରେ ପ୍ରଥମଥର ବିଫଳ ହୋଇଥିଲେ। ସେ ୧୦ ରନ୍ କରିଥିବା ବେଳେ ତାହିରଙ୍କ ବଲରେ ବଦଳ ଖେଳାଳି ସୋରେଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ରସେଲଙ୍କ ଆଉଟ୍ ପରେ କେକେଆରର ରନ୍ ଗତି ହ୍ରାସ ପାଇଥିଲା। ଶେଷଭାଗରେ ଶୁବମାନ୍ ଗିଲ୍ ୧୫ ଓ ପୀୟୂଷ ଚାୱଲା ଅପରାଜିତ ୪ ରନ୍ କରିଥିଲେ। ସିଏସକେ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୨ଟି ଓ ସାଣ୍ଟନର ଗୋଟିଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story