୨୦୦୭ରେ ଅବସର ନେବାରୁ ମୋତେ ସଚୀନ ରୋକିଥିଲେ: ସେହୱାଗ୍

ନୂଆଦିଲ୍ଲୀ:୨୦୦୭ରେ ବୀରେନ୍ଦ୍ର ସେହୱାଗ୍ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ସେ ଭଲ ଫର୍ମରେ ଥିଲେ। କିନ୍ତୁ ସେହି ବର୍ଷ ତାକୁ ଟିମ ଇଣ୍ଡିଆରୁ ବାଦ ଦିଆଯାଇଥିଲା। ଏହା ତାଙ୍କୁ ମର୍ମାହତ କରିଥିଲା। ତେଣୁ ସେ ଅବସର ନେଇଯିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅବସର ଘୋଷଣା ନ କରିବାକୁ ତାଙ୍କୁ ସଚୀନ ତେନ୍ଦୁଲକର ପରାମର୍ଶ ଦେଇଥିଲେ। ସଚୀନଙ୍କ କଥାକୁ ମାନି ସେ ଅବସର ଘୋଷଣା କରି ନ ଥିଲେ। ଅକ୍ଟୋବର ୨୦ରେ ଅନ୍ତର୍ଜାତୀୟ କ୍ରିକେଟର ସବୁ […]

Virender Sehwag

Virender Sehwag

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 04:23 PM IST

Sports

Latest News

ନୂଆଦିଲ୍ଲୀ:୨୦୦୭ରେ ବୀରେନ୍ଦ୍ର ସେହୱାଗ୍ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ସେ ଭଲ ଫର୍ମରେ ଥିଲେ। କିନ୍ତୁ ସେହି ବର୍ଷ ତାକୁ ଟିମ ଇଣ୍ଡିଆରୁ ବାଦ ଦିଆଯାଇଥିଲା। ଏହା ତାଙ୍କୁ ମର୍ମାହତ କରିଥିଲା। ତେଣୁ ସେ ଅବସର ନେଇଯିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅବସର ଘୋଷଣା ନ କରିବାକୁ ତାଙ୍କୁ ସଚୀନ ତେନ୍ଦୁଲକର ପରାମର୍ଶ ଦେଇଥିଲେ। ସଚୀନଙ୍କ କଥାକୁ ମାନି ସେ ଅବସର ଘୋଷଣା କରି ନ ଥିଲେ। ଅକ୍ଟୋବର ୨୦ରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫାର୍ମାଟରୁ ଅବସର ଘୋଷଣା କରିଥିବା ସେହୱାଗ୍ ବୁଧବାର ନିଜେ ଏହି କଥା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story