ନିର୍ଦ୍ଧାରିତ ସୂଚୀ ଅନୁସାରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ ହେବ

ଇନ୍ଦୋର: ନିର୍ଦ୍ଧାରିତ ସୂଚୀ ଅନୁସାରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ। ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ। ବିସିସିଆଇ ପକ୍ଷରୁ ମ୍ୟାଚ୍‌ ବାତିଲ ନେଇ ଆମକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ବୋଲି ଆଜି ମଧ୍ୟପ୍ରଦେଶ କ୍ରିକେଟ୍‌ ଆସୋସିଏସନ (ଏମ୍‌ପିସିଏ) ସମ୍ପାଦକ ମିଲିନ୍ଦ କାନମାଡିକର କହିଛନ୍ତି। ସେ କହିଛନ୍ତି,“ଅକ୍ଟୋବର ୮ ତାରିଖରୁ ହୋଲକାର୍‌ ଷ୍ଟାଡିୟମରେ ହେବାକୁ ଏହି ଅଛି। ମ୍ୟାଚ୍‌ ନେଇ ଏମ୍‌ପିସିଏର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଯାହା କିଛି ପ୍ରସ୍ତୁତି ବାକି ଅଛି, ସେଗୁଡିକୁ ଶୀଘ୍ର […]

holkar

holkar

Rakesh Mallick
  • Published: Wednesday, 05 October 2016
  • Updated: 05 October 2016, 07:48 PM IST

Sports

Latest News

ଇନ୍ଦୋର: ନିର୍ଦ୍ଧାରିତ ସୂଚୀ ଅନୁସାରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ। ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ। ବିସିସିଆଇ ପକ୍ଷରୁ ମ୍ୟାଚ୍‌ ବାତିଲ ନେଇ ଆମକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ବୋଲି ଆଜି ମଧ୍ୟପ୍ରଦେଶ କ୍ରିକେଟ୍‌ ଆସୋସିଏସନ (ଏମ୍‌ପିସିଏ) ସମ୍ପାଦକ ମିଲିନ୍ଦ କାନମାଡିକର କହିଛନ୍ତି।

ସେ କହିଛନ୍ତି,“ଅକ୍ଟୋବର ୮ ତାରିଖରୁ ହୋଲକାର୍‌ ଷ୍ଟାଡିୟମରେ ହେବାକୁ ଏହି ଅଛି। ମ୍ୟାଚ୍‌ ନେଇ ଏମ୍‌ପିସିଏର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଯାହା କିଛି ପ୍ରସ୍ତୁତି ବାକି ଅଛି, ସେଗୁଡିକୁ ଶୀଘ୍ର ସାରିବାକୁ ଆମେ ନିଷ୍ପତ୍ତି ନେଇଛୁ।”

ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଲୋଧା କମିଟି ବ୍ୟାଙ୍କ ଆକାଉଣ୍ଟରରୁ ଟଙ୍କା ନ ଦେବାକୁ ନିର୍ଦ୍ଦେଶ ଦେଇଥିବା ବିସିସିଆଇ ଅଭିଯୋଗ କରି ଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌ର ତୃତୀୟ ଟେଷ୍ଟ ବାତିଲ କରିବାକୁ ଧମକ୍‌ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story