ନିର୍ଦ୍ଧାରିତ ସୂଚୀ ଅନୁସାରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ ହେବ

ଇନ୍ଦୋର: ନିର୍ଦ୍ଧାରିତ ସୂଚୀ ଅନୁସାରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ। ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ। ବିସିସିଆଇ ପକ୍ଷରୁ ମ୍ୟାଚ୍‌ ବାତିଲ ନେଇ ଆମକୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ବୋଲି ଆଜି ମଧ୍ୟପ୍ରଦେଶ କ୍ରିକେଟ୍‌ ଆସୋସିଏସନ (ଏମ୍‌ପିସିଏ) ସମ୍ପାଦକ ମିଲିନ୍ଦ କାନମାଡିକର କହିଛନ୍ତି।

ସେ କହିଛନ୍ତି,“ଅକ୍ଟୋବର ୮ ତାରିଖରୁ ହୋଲକାର୍‌ ଷ୍ଟାଡିୟମରେ ହେବାକୁ ଏହି ଅଛି। ମ୍ୟାଚ୍‌ ନେଇ ଏମ୍‌ପିସିଏର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଯାହା କିଛି ପ୍ରସ୍ତୁତି ବାକି ଅଛି, ସେଗୁଡିକୁ ଶୀଘ୍ର ସାରିବାକୁ ଆମେ ନିଷ୍ପତ୍ତି ନେଇଛୁ।”

ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଲୋଧା କମିଟି ବ୍ୟାଙ୍କ ଆକାଉଣ୍ଟରରୁ ଟଙ୍କା ନ ଦେବାକୁ ନିର୍ଦ୍ଦେଶ ଦେଇଥିବା ବିସିସିଆଇ ଅଭିଯୋଗ କରି ଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌ର ତୃତୀୟ ଟେଷ୍ଟ ବାତିଲ କରିବାକୁ ଧମକ୍‌ ଦେଇଥିଲା।

ଆହୁରି ପଢ଼ନ୍ତୁ

ପୁଣି ଶତକ ମାରିଲେ ଧୱନ, ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ: ଡେବ୍ୟୁ କରିବେ ସାମ୍ସ, କମବ୍ୟାକ୍‌ କଲେ ପନ୍ତ

ପାରିବାରିକ ବିବାଦ ଯୋଗୁ ଲଣ୍ଡନ ଚାଲି ଯାଇଛନ୍ତି କି ସିନ୍ଧୁ? ଦେଲେ ସ୍ପଷ୍ଟୀକରଣ

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

ବଟଲରଙ୍କ ମାଡ଼ରେ ଧୋନିଙ୍କ ଚେନ୍ନାଇ ଚିତପଟାଙ୍ଗ

୧୨୫ ରନ୍‌ରେ ଅଟକିଲେ ଧୋନି ଧୁରନ୍ଧର

ଇତିହାସ ରଚିଲେ ମହେନ୍ଦ୍ର ସିଂହ ଧୋନି

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଭାରତୀୟ ହକି ଦଳର ଷ୍ଟାର୍ ଖେଳାଳି ଅମିତ୍ ରୋହିଦାସଙ୍କ ପିତୃ ବିୟୋଗ

ଦ୍ୱିତୀୟ ସୁପର ଓଭରରେ ବାଜି ଜିତିଲା ପଞ୍ଜାବ, ନିରାଶ ହେଲା ମୁମ୍ୱାଇ

ଫର୍ଗୁସନଙ୍କ କମାଲ୍: ସୁପର ଓଭରରେ ହାଇଦ୍ରାବାଦ ଚିତପଟାଙ୍ଗ୍

କଙ୍ଗନାଙ୍କ ଗୀତରେ ଝୁମିଲେ ଶିଖର ଧୱନ୍, ଦେଖନ୍ତୁ ଭିଡିଓ