ମନ୍ଧାନାଙ୍କ ଶତକ ସତ୍ତ୍ୱେ ଦ୍ୱିତୀୟ ଦିନିକିଆ ହାରିଗଲା ଭାରତୀୟ ମହିଳା ଟିମ୍

ଟାସମାନିଆ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ଶୁକ୍ରବାର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବି ହାରିଯାଇଛି।  ତିନିଟି ମ୍ୟାଚ୍ ବିଶିଷ୍ଟ୍ ସିରିଜ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ଟି ମଧ୍ୟ ହାରିଥିଲା। ଫଳରେ ଅଷ୍ଟ୍ରେଲିଆ ସିରିଜ୍ ଜିତି ଯାଇଛି ଏବଂ ଟି-ଟ୍ୱେଣ୍ଟି ସିରିଜ୍ ପରାଜୟର ପ୍ରତିଶୋଧ ନେଇଛି। ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ସ୍ମ୍ରିତି ମନ୍ଧାନାଙ୍କ ଆକର୍ଷଣୀୟ ଶତକ ବଳରେ ୨୫୨ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଅଷ୍ଟ୍ରେଲିଆ ଦଳ ୬ […]

mandhata

mandhata

Rakesh Mallick
  • Published: Friday, 05 February 2016
  • Updated: 05 February 2016, 02:16 PM IST

Sports

Latest News

[caption id="attachment_67092" align="alignleft" width="300"]mandhata ସ୍ମ୍ରିତି ମନ୍ଧାନା[/caption]

ଟାସମାନିଆ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ଶୁକ୍ରବାର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବି ହାରିଯାଇଛି।  ତିନିଟି ମ୍ୟାଚ୍ ବିଶିଷ୍ଟ୍ ସିରିଜ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ଟି ମଧ୍ୟ ହାରିଥିଲା। ଫଳରେ ଅଷ୍ଟ୍ରେଲିଆ ସିରିଜ୍ ଜିତି ଯାଇଛି ଏବଂ ଟି-ଟ୍ୱେଣ୍ଟି ସିରିଜ୍ ପରାଜୟର ପ୍ରତିଶୋଧ ନେଇଛି। ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ସ୍ମ୍ରିତି ମନ୍ଧାନାଙ୍କ ଆକର୍ଷଣୀୟ ଶତକ ବଳରେ ୨୫୨ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଅଷ୍ଟ୍ରେଲିଆ ଦଳ ୬ ୱିକେଟ୍‌ରେ ମ୍ୟାଚ୍ ଜିତି ଯାଇଥିଲା। ଦଳ ୪୬.୫ ଓଭରରେ ୪ ୱିକେଟ୍ ହରାଇ ୨୫୩ରନର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା। ତେବେ ଡେବ୍ୟୁ ଶତକ ହାସଲ କରିଥିବା ସ୍ମ୍ରିତି ମନ୍ଧାନାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଥିଲା।

ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ଏମ୍.ଡି ତିରୁଷ୍କମିନି କୌଣସି ରନ୍ ନ କରି ଆଉଟ୍ ହୋଇଯାଇଥିଲେ। ତେବେ ସ୍ମ୍ରିତି ମନ୍ଧାନା ୧୦୯ଟି ବଲ୍‌ରୁ ୧୧ଟି ଚୌକା ସହାୟତାରେ ୧୦୨ ରନ୍ କରି ଥିଲେ। ଏହା ତାଙ୍କର ଅନ୍ତର୍ଜାତୀୟ ଦିନିକିଆରେ ପ୍ରଥମ ଶତକ। ସେହିପରି ଅଧିନାୟକ ମିଥାଲି ରାଜ୍ ୯୮ଟି ବଲରୁ ୫୮ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରମନପ୍ରୀତ କୌର ୨୧ ଓ ଶିଖା ପାଣ୍ଡେ ୩୩ ରନ୍ କରି ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଏଲିସେ ପେରୀ ୩ଟି ୱିକେଟ୍ ନେଇଥିବା ବେଳେ ମେଗାମ୍ ୨ଟି ଓ ରେନେ ଏବଂ କ୍ରିଷ୍ଟେନ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

୨୫୩ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆର ଦୁଇ ଓପନର ନିକୋଲେ ବୋଲଟନ୍ ଓ ମେଗ୍ ଲାନ୍ନିଂ ଚମତ୍କାର ଇନିଂସ ଖେଳିଥିଲେ। ଦୁହିଁଙ୍କ ମଧ୍ୟ ଶତକୀୟ ଭାଗିଦାରୀ ହୋଇଥିଲା। ନିକୋଲେ ୭୪ଟି ବଲରୁ ୭୭ ରନ୍ କରିଥିବା ବେଳେ ମେଗ୍ ଲାନ୍ନିଂ ୬୬ଟି ବଲରୁ ୬୧ ରନ୍ କରିଥିଲେ। ଏଲିସେ ପେରୀ ୩୫ଟି ବଲରୁ ୩୧ ରନ୍ କରିଥିବା ବେଳେ ଜେସ୍ ଜୋନାସେନ୍ ଅପରାଜିତ ୩୧ ରନ୍ କରିଥିଲେ। ଭାରି ପକ୍ଷରୁ ଶିଖା ପାଣ୍ଡେ ଓ ରାଜେଶ୍ୱରୀ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story