ଭାରତ-ଶ୍ରୀଲଙ୍କା ଟକ୍କର୍‌ ଜାରି: ଘରୋଇ ଦଳର ଭଲ ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିବା ପରେ ଆଜି ଠାରୁ ଆରମ୍ଭ ହୋଇଛି ଦିନିକିଆ ସିରିଜ୍। ଶ୍ରୀଲଙ୍କାର ଦାମ୍ବୁଲାରେ ଖେଳାଯ଼ାଉଥିବା ଆଜିର ମ୍ୟାଚରେ ଇଣ୍ଡିଆ ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଶେଷ ଖବର ସୁଦ୍ଧା ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୩ ଓ୍ୱିକେଟ୍ ହରାଇ ୧୫୧ ରନ ସଂଗ୍ରହ କରିଛି। ପୁଣିଥରେ ଭୁବନେଶ୍ୱର କୁମାର ଓ ବୁମ୍‌ରାଙ୍କ ଯ଼ୋଡିକୁ ଦେଖିବାକୁ ମିଳିଛି ସେହିପରି ସ୍ପିନ୍ ବୋଲିଂରେ ଅକ୍ସର ପଟେଲ  ଓ […]

Virat Kohli

Virat Kohli

Rakesh Mallick
  • Published: Sunday, 20 August 2017
  • Updated: 20 August 2017, 09:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିବା ପରେ ଆଜି ଠାରୁ ଆରମ୍ଭ ହୋଇଛି ଦିନିକିଆ ସିରିଜ୍। ଶ୍ରୀଲଙ୍କାର ଦାମ୍ବୁଲାରେ ଖେଳାଯ଼ାଉଥିବା ଆଜିର ମ୍ୟାଚରେ ଇଣ୍ଡିଆ ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଶେଷ ଖବର ସୁଦ୍ଧା ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୩ ଓ୍ୱିକେଟ୍ ହରାଇ ୧୫୧ ରନ ସଂଗ୍ରହ କରିଛି। ପୁଣିଥରେ ଭୁବନେଶ୍ୱର କୁମାର ଓ ବୁମ୍‌ରାଙ୍କ ଯ଼ୋଡିକୁ ଦେଖିବାକୁ ମିଳିଛି ସେହିପରି ସ୍ପିନ୍ ବୋଲିଂରେ ଅକ୍ସର ପଟେଲ  ଓ ଚାହଲ୍‌ଙ୍କୁ ଟିମରେ ସ୍ଥାନ ମିଳିଛି।

ଅନ୍ୟପଟେ ଶ୍ରୀଲଙ୍କାର ଯ଼ୁବ ପ୍ରତିଭା ବିଶ୍ୱ ଫର୍ଣ୍ଣାଡୋ ଆଜି ଦିନିକିଆରେ ଡେବ୍ୟୁ କରିଛନ୍ତି। ପୂର୍ବ ରେକର୍ଡକୁ ଲକ୍ଷ୍ୟକଲେ ନିଜ ମାଟିରେ ଶ୍ରୀଲଙ୍କାର ପଲ୍ଲା ଭାରି ରହିଛି। ନିଜ ମାଟିରେ ଶ୍ରୀଲଙ୍କା ସହ ଭାରତ ୫୬ ଟି ମ୍ୟାଚ ଖେଳିଥିବା ବେଳେ ଏଥିରେ ଶ୍ରୀଲଙ୍କା ୨୭ଟି ଓ ଭାରତ ୨୩ଟି ମ୍ୟାଚରେ ଜିତିଛି। ଏବେ କିନ୍ତୁ ସ୍ଥିତି ବଦଳି ଯ଼ାଇଛି। ଶେଷ ହୋଇଥିବା ୩ଟି ଟେଷ୍ଟ ମ୍ୟାଚରୁ ୩ଟି ମ୍ୟାଚରେ ଜିତି ଭାରତ କ୍ଲିନ ସୁଇପ୍‌ କରିଥିବାରୁ ଟିମର ମନୋବଳ ବୃଦ୍ଧି ପାଇଛି। ଏନ୍ୟପଟେ ଶ୍ରୀଲଙ୍କା  ପାଇଁ ମଧ୍ୟ ଏହି ସିରିଜ୍‌ ବେଶ୍  ଗୁରୁତ୍ୱ ବହନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story