କଲମ୍ୱୋ ଟେଷ୍ଟ: ପ୍ରଥମ ଦିନରେ ଭାରତ ୩୧୯/୬

କଲମ୍ୱୋ: କଲମ୍ୱୋରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କ।ର ଦ୍ୱିତୀୟ ଟେଷ୍ଟ ପ୍ରଥମ ଦିନରେ ଭାରତ ପ୍ରଥମେ ବ୍ୟାଟିଂ କରି ଖେଳ ଶେଷ ହେବା ସୁଦ୍ଧା ୬ ୱିକେଟ ହରାଇ ୩୧୯ ରନ ସଂଗ୍ରହ କରିଛି। ଦଳ ପକ୍ଷରୁ ଲକେଶ ରାହୁଲ ୧୯୦ ବଲରୁ ୧୦୮ ରନ ଓ କ୍ୟାପଟେନ ବିରାଟ କୋହଲି ୧୦୭ ବଲରୁ ୭୮ ରନ,ରୋହିତ ଶର୍ମା ୧୩୨ ବଲରୁ ୭୯ରନ ସଂଗ୍ରହ କରିଛନ୍ତି ।

Lokesh Rahul

Lokesh Rahul

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 04:36 PM IST

Sports

Latest News

CRICKET-SRI-INDକଲମ୍ୱୋ: କଲମ୍ୱୋରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କ।ର ଦ୍ୱିତୀୟ ଟେଷ୍ଟ ପ୍ରଥମ ଦିନରେ ଭାରତ ପ୍ରଥମେ ବ୍ୟାଟିଂ କରି ଖେଳ ଶେଷ ହେବା ସୁଦ୍ଧା ୬ ୱିକେଟ ହରାଇ ୩୧୯ ରନ ସଂଗ୍ରହ କରିଛି। ଦଳ ପକ୍ଷରୁ ଲକେଶ ରାହୁଲ ୧୯୦ ବଲରୁ ୧୦୮ ରନ ଓ କ୍ୟାପଟେନ ବିରାଟ କୋହଲି ୧୦୭ ବଲରୁ ୭୮ ରନ,ରୋହିତ ଶର୍ମା ୧୩୨ ବଲରୁ ୭୯ରନ ସଂଗ୍ରହ କରିଛନ୍ତି ।Lokesh Rahul

ତେବେ ଆରମ୍ଭ ରୁ ଘରୋଇ ଦଳର ବୋଲିଂକୁ ସାମ୍ନା କରି ନ ପାରି ଭାରତ ମାତ୍ର ୧୨ ରନରେ ଦୁଇଟି ୱିକେଟ ହରାଇଥିଲା। ମୁରଲି ବିଜୟ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିବା ବେଳେ ଆଜିଙ୍କ୍ୟ ରାହାଣେ ମାତ୍ର ୪ ରନ କରି ଆଉଟ ହୋଇଥିଲେ। ଉଭୟ ଧମ୍ମିକା ପ୍ରସାଦଙ୍କ ବୋଲିଂର ଶିକାର ହୋଇଥିଲେ। ତେବେ ପରେ ଲୋକେଶ ରାହୁଲ ଓ ବିରାଟ କୋହଲି ଇନିଂସ ସମ୍ଭାଳିଥିଲେ। ତାଙ୍କ ତାଳ ଦେଇଥିଲେ ରୋହିତ ଶର୍ମା। ସହ ପାର୍ଟନରସିପରେ ସ୍କୋରକୁ ୧୦୦ ରନ ଅତିକ୍ରମ କରାଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଧମ୍ମିକା ପ୍ରସାଦ ଓ ରେଙ୍ଗେନା ହେରାଥ ଦୁଇଟି ଲେଖାଁଏ ୱିକେଟ ନେଇଥିଲେ। ସେହିପରି ମ୍ୟାଥ୍ୟୁସ ଓ ଚିମ୍ମାରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଗତକାଲିଠାରୁ ଭାରତ ୩୧୯ରୁ ଖେଳ ଆରମ୍ଭ କରିବ। ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜିତି ଶ୍ରୀଲଙ୍କ। ୧-୦ ରେ ଆଗରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story