ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଟି-ଟ୍ୱେଣ୍ଟି

ଭୁବନେଶ୍ୱର: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍‌ ଖେଳାଯିବ। ସିରିଜ୍‌ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି।  ତେଣୁ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ସଦୃଶ। ପ୍ରଥମ ଟି-୨୦କୁ ଟିମ୍ ଇଣ୍ଡିଆ ୯ ୱିକେଟରେ ଜିତିଥିଲା। ତେବେ ଦ୍ୱିତୀୟ ଟି-୨୦କୁ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଜିତି ନେଇଥିଲା। ତେଣୁ ଆଜିର […]

dhonikohali

dhonikohali

Rakesh Mallick
  • Published: Friday, 13 October 2017
  • Updated: 13 October 2017, 08:09 AM IST

Sports

Latest News

ଭୁବନେଶ୍ୱର: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍‌ ଖେଳାଯିବ। ସିରିଜ୍‌ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି।  ତେଣୁ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ସଦୃଶ।

ପ୍ରଥମ ଟି-୨୦କୁ ଟିମ୍ ଇଣ୍ଡିଆ ୯ ୱିକେଟରେ ଜିତିଥିଲା। ତେବେ ଦ୍ୱିତୀୟ ଟି-୨୦କୁ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଜିତି ନେଇଥିଲା। ତେଣୁ ଆଜିର ମ୍ୟାଚ୍ ଜିତି ଦିନିକିଆ ସିରିଜ୍‌ ପରାଜାୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଅଷ୍ଟ୍ରେଲିଆ। ଭାରତ ମଧ୍ୟ ଆଜିର ମ୍ୟାଚ୍ ଜିତି ସିରିଜ୍ ହାତେଇବା  ଲକ୍ଷ୍ୟରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos