ଏସିଆନ୍ ରୋଇଂ ଚାମ୍ପିଅନସିପ୍: ଭାରତକୁ ୫ ରୌପ୍ୟ

ବେଜିଂ: ବେଜିଂରେ ସୋମବାର ଉଦଯାପିତ ହୋଇଥିବା ୧୬ତମ ରୋଇଂ ଚାମ୍ପିଅନସିପରେ ଭାରତ ୭ଟି ପଦକ ଜିତିଛି । ଏଥିରେ ରହିଛି ୫ଟି ରୌପ୍ୟ ଓ ୨ଟି ବୋଞ୍ଚ। ପୁରୁଷ ୪ଜଣିଆ ବର୍ଗରେ ରୌପ୍ୟ ପଦକ ହାସଲ କରିଥିବା ପ୍ରତିଯୋଗୀମାନେ ହେଲେ କପିଲ ଶର୍ମା, ଜସୱିନ୍ଦର ସିଂହ, ରାଜେସ ବର୍ମା ଓ ମହମ୍ମଦ ଅଜାଦ୍ । ପୁରୁଷ ସିଙ୍ଗଲ୍ସ ବର୍ଗରେ ଦତ୍ତୁ ବାବନ ଭୋକାନାଲ ରୋପ୍ୟ ଜିତିଛନ୍ତି । ଲାଇଟ ୱେଟ୍ ପୁରୁଷ ଓ ଯୁଗ୍ମ ବର୍ଗରେ ଯଥାକ୍ରମେ […]

dushyant-rowing-india

dushyant-rowing-india

Rakesh Mallick
  • Published: Monday, 28 September 2015
  • Updated: 29 September 2015, 02:55 AM IST

ବେଜିଂ: ବେଜିଂରେ ସୋମବାର ଉଦଯାପିତ ହୋଇଥିବା ୧୬ତମ ରୋଇଂ ଚାମ୍ପିଅନସିପରେ ଭାରତ ୭ଟି ପଦକ ଜିତିଛି । ଏଥିରେ ରହିଛି ୫ଟି ରୌପ୍ୟ ଓ ୨ଟି ବୋଞ୍ଚ। ପୁରୁଷ ୪ଜଣିଆ ବର୍ଗରେ ରୌପ୍ୟ ପଦକ ହାସଲ କରିଥିବା ପ୍ରତିଯୋଗୀମାନେ ହେଲେ କପିଲ ଶର୍ମା, ଜସୱିନ୍ଦର ସିଂହ, ରାଜେସ ବର୍ମା ଓ ମହମ୍ମଦ ଅଜାଦ୍ । ପୁରୁଷ ସିଙ୍ଗଲ୍ସ ବର୍ଗରେ ଦତ୍ତୁ ବାବନ ଭୋକାନାଲ ରୋପ୍ୟ ଜିତିଛନ୍ତି । ଲାଇଟ ୱେଟ୍ ପୁରୁଷ ଓ ଯୁଗ୍ମ ବର୍ଗରେ ଯଥାକ୍ରମେ ବିକ୍ରମ ଏବଂ ଶୁଖବିନ୍ଦର ତୋମାର, ପୁରୁଷ ବର୍ଗ ପ୍ରତିଯୋଗିତାରେ ରୁପିନ୍ଦର ସିଂହ ଓ ସୋନୁ ଲକ୍ଷ୍ମୀ ନାରେନ୍ ରୌପ୍ୟ ପଦକ ହାସଲ କରିଛନ୍ତି।

ପୁରୁଷ ଏଇଟ୍ ବର୍ଗରେ ଭାରତ ପକ୍ଷରୁ ଦେବିନ୍ଦର ସିଂହ, ନବୀନ କୁମାର ବୋରାୟା, ସୁଚାଚା ସିଂହ ତୋମାର, ଗୁରୁନ୍ଦର ସିଂହ, କପିଲ ଶର୍ମା, ଜସୱିନ୍ଦର ସିଂହ, ରାଜେଶ୍ ବର୍ମା, ମହମ୍ମଦ ଆଜାଦ୍, ଏଲ.ଆର. ମୋରାଦାପ୍ପା ରୌପ୍ୟ ପଦକ ଜିତିଛନ୍ତି।

ବ୍ରୋଞ୍ଚ ପଦକ ଜିତିଥିବା ପ୍ରତିଯୋଗୀମାନେ ହେଲେ ଯୁଗଳ ପୁରୁଷ ବର୍ଗରେ ଦେବିନ୍ଦର ସିଂହ ଓ ନବୀନ କୁମାର ବୋରାଂୟା ଏବଂ ଲାଇଟ୍ ୱେଟ୍ ପୁରୁଷ ଏକକ ବର୍ଗରେ ଦୁଷ୍ମନ୍ତ।

ଅନ୍ୟପକ୍ଷରେ ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନସିପ ଭାରତର ସଫଳତା ନେଇ ରୋଇଂ ଜାତୀୟ କୋଚ ଇସମାଇଲ ବୈଗ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story