ପୁଣି ଏସିଆ କପ୍ ହକିରେ ଭାରତର ବାଜିମାତ୍‌ : ମାଲେସିଆକୁ ହରାଇ ଚାମ୍ପିୟନ

ଢାକା: ପୁଣି ଏସିଆ କପ୍ ହକିର ତାଜ୍ ପିନ୍ଧିଲା ଭାରତ।  ଏସିଆ କପ୍ ହକିର ଟାଇଟଲ ମୁକାବିଲାରେ ଆଜି ମାଲେସିଆକୁ ୨-୧ରେ ହରାଇ ଚାମ୍ପିୟନ ହୋଇଛି ଭାରତ।  ଢାକାର ମୌଲାନା ଭସାନୀ ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଆଜି ଆରମ୍ଭରୁ ପତିଆରା ଜାହିର କରିଥିଲା ଭାରତୀୟ ଦଳ। ଦଳ ପକ୍ଷରୁ ରମଣଦୀପ ସିଂ ତୃତୀୟ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ପରେ ପରେ ୨୯ତମ ମିନିଟରେ ଲଳିତ ଉପାଧ୍ୟାୟ ଦ୍ୱିତୀୟ ଗୋଲ ଦେଇଥିଲେ। ତେବେ […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 08:04 PM IST

ଢାକା: ପୁଣି ଏସିଆ କପ୍ ହକିର ତାଜ୍ ପିନ୍ଧିଲା ଭାରତ।  ଏସିଆ କପ୍ ହକିର ଟାଇଟଲ ମୁକାବିଲାରେ ଆଜି ମାଲେସିଆକୁ ୨-୧ରେ ହରାଇ ଚାମ୍ପିୟନ ହୋଇଛି ଭାରତ।  ଢାକାର ମୌଲାନା ଭସାନୀ ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଆଜି ଆରମ୍ଭରୁ ପତିଆରା ଜାହିର କରିଥିଲା ଭାରତୀୟ ଦଳ। ଦଳ ପକ୍ଷରୁ ରମଣଦୀପ ସିଂ ତୃତୀୟ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ପରେ ପରେ ୨୯ତମ ମିନିଟରେ ଲଳିତ ଉପାଧ୍ୟାୟ ଦ୍ୱିତୀୟ ଗୋଲ ଦେଇଥିଲେ।

ତେବେ ୫୦ତମ ମିନିଟରେ ମାଲେସିଆ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲେ ବି ଶେଷ ପର୍ଯ୍ୟନ୍ତ ୨-୧ରେ ଆଗୁଆ ରହି ଭାରତ ମ୍ୟାଚ୍ ଜିତି ନେଇଥିଲା ଏହାକୁ ନେଇ ଭାରତ ତୃତୀୟ ଥର ପାଇଁ ଏସିଆ କପ୍ ହକି ଚାମ୍ପିୟନ ହୋଇଛି । ଭାରତ ପକ୍ଷରୁ ଲଳିତ ଉପାଧ୍ୟାୟ ମାନ୍ ଅଫ୍ ଦି ସିରିଜ୍‌ ହୋଇଥିବା ବେଳେ ଆକାଶଦୀପ ସିଂଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଏପଟେ ଏସିଆ କପ୍ ହକିରେ ଭାରତୀୟ ଦଳର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story