ମାଲେସିଆକୁ ହରାଇଲା ଭାରତ

ଜୋହର ବାହରୁ (ମାଲେସିଆ): ସୁଲ୍‌ତାନ୍ ଜୋହାର୍ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତକାଲି ଭାରତୀୟ ଜୁନିଅର ପୁରୁଷ ଦଳ ମାଲେସିଆକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ର ୧୨ ତମ ମିନିଟ୍‌ରେ ହରମନ୍‌ଜିତ୍ ସିଂହ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ। ଏହା ପରେ ୪୬ତମ ମିନିଟ୍‌ରେ ଶିଲାନନ୍ଦ ଲାକ୍ରା ଦ୍ୱିତୀୟ ଗୋଲ୍ ଦେଇଥିଲେ। ତେବେ ଏହା ପରେ ପରେ ମାଲେସିଆ ଗୋଟିଏ ଗୋଲ୍ କରିବାରେ ସଫଳ ହୋଇଥିଲା। ମହମ୍ମଦ ଜାଇଦି ଏହି ଗୋଲ୍ ଦେଇଥିଲେ। FT. The […]

hockey

hockey

Jitendra Garnayak
  • Published: Sunday, 07 October 2018
  • Updated: 07 October 2018, 02:30 PM IST

Sports

Latest News

ଜୋହର ବାହରୁ (ମାଲେସିଆ): ସୁଲ୍‌ତାନ୍ ଜୋହାର୍ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତକାଲି ଭାରତୀୟ ଜୁନିଅର ପୁରୁଷ ଦଳ ମାଲେସିଆକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ର ୧୨ ତମ ମିନିଟ୍‌ରେ ହରମନ୍‌ଜିତ୍ ସିଂହ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ। ଏହା ପରେ ୪୬ତମ ମିନିଟ୍‌ରେ ଶିଲାନନ୍ଦ ଲାକ୍ରା ଦ୍ୱିତୀୟ ଗୋଲ୍ ଦେଇଥିଲେ। ତେବେ ଏହା ପରେ ପରେ ମାଲେସିଆ ଗୋଟିଏ ଗୋଲ୍ କରିବାରେ ସଫଳ ହୋଇଥିଲା। ମହମ୍ମଦ ଜାଇଦି ଏହି ଗୋଲ୍ ଦେଇଥିଲେ।

ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story