ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍‌: ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ

ବ୍ଲୋଏମଫୋଣ୍ଟେନ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପରେ ଭାରତୀୟ ଯୁବ ଦଳ କ୍ରମାଗତ ତୃତୀୟ ବିଜୟ ସହ ସୁପରଲିଗରେ ସ୍ଥାନ ପକ୍କା କରିନେଇଛି। ଶୁକ୍ରବାର ଭାରତ ଗ୍ରୁପ୍‌-ଏ’ରେ ତା’ର ଶେଷ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଡିଏଲ୍ ନିୟମରେ ୪୪ ରନରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩ ଓଭରରେ ବିନା ୱିକେଟ୍ ୧୧୫ ରନ୍ ହରାଇ କରିଥିଲା। ଫଳରେ ଡିଏଲ୍ ନିୟମ ଆଧାରରେ ନ୍ୟୁଜିଲ୍ୟାଣ୍ଡ୍ ଆଗରେ ୨୩ ଓଭରରେ ୧୯୩ ରନ୍ […]

ind-u19

ind-u19

Ranjit Kumar Jena
  • Published: Friday, 24 January 2020
  • Updated: 24 January 2020, 09:45 PM IST

Sports

Latest News

ବ୍ଲୋଏମଫୋଣ୍ଟେନ୍‌: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପରେ ଭାରତୀୟ ଯୁବ ଦଳ କ୍ରମାଗତ ତୃତୀୟ ବିଜୟ ସହ ସୁପରଲିଗରେ ସ୍ଥାନ ପକ୍କା କରିନେଇଛି। ଶୁକ୍ରବାର ଭାରତ ଗ୍ରୁପ୍‌-ଏ'ରେ ତା'ର ଶେଷ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଡିଏଲ୍ ନିୟମରେ ୪୪ ରନରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩ ଓଭରରେ ବିନା ୱିକେଟ୍ ୧୧୫ ରନ୍ ହରାଇ କରିଥିଲା।

ଫଳରେ ଡିଏଲ୍ ନିୟମ ଆଧାରରେ ନ୍ୟୁଜିଲ୍ୟାଣ୍ଡ୍ ଆଗରେ ୨୩ ଓଭରରେ ୧୯୩ ରନ୍ ଧାର୍ଯ୍ୟ ରଖାଯାଇଥିଲା। ଏହାକୁ ପିଛା କରି ନ୍ୟୁଜିଲ୍ୟାଣ୍ଡ୍ ୨୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୭ ରନ୍ କରିବାକୁ ସକ୍ଷମ ହୋଇଛି। ଭାରତର ଦୁଇ ଓପ୍ନର ଯଶସ୍ୱୀ ଜୈସୱାଲ୍ ଓ ଦିବ୍ୟାଂଶ ସାକ୍ସେନା ଅପରାଜିତ ଅର୍ଦ୍ଧଶତକ ମାରିଥିଲେ। ଯଶସ୍ୱୀ ୭୭ ବଲରେ ୪ ଚୌକା ଓ ୨ ଛକା ସହ ୫୭ ଓ ଦିବ୍ୟାଂଶ ୬୨ ବଲରେ ୬ ଚୌକା ସହ ୫୨ ରନ୍ କରି ଅପରାଜିତ ଥିଲେ।

୧୯୩ ରନର ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ଦ୍ରୁତ ଆରମ୍ଭ କରିଥିଲା। ଦଳ ଏକ ସମୟରେ ୧୦.୩ ଓଭରରେ ୨ ୱିକେଟ୍ ହରାଇ ୯୯ ରନ୍ କରି ମଜଭୁତ୍ ସ୍ଥିତିରେ ଥିଲା। କିନ୍ତୁ ଭାରତର ଦୁଇ ପ୍ରତିଭାଶାଳୀ ସ୍ପିନର୍ ରବି ବିଶ୍ନୋଇ ଓ ଅଥର୍ବ ଅଙ୍କୋଲେକର ଚମତ୍କାର ବୋଲିଂ କରି ନ୍ୟୁଜିଲ୍ୟାଣ୍ଡର ମିଡିଲ୍ ଅର୍ଡରକୁ ଭାଙ୍ଗି ଦେଇଥିଲେ। ବିଶ୍ନୋଇ ୩୦ ରନ୍ ଦେଇ ୪ଟି ଓ ଅଥର୍ବ ୨୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ରିସ୍ ମାରିଉ ସର୍ବାଧିକ ୪୨, ଫର୍ଗୁସ୍ ଲେଲମ୍ୟାନ୍ ୩୧, ଓଲି ହ୍ୱାଇଟ୍ ୧୪ ଓ ବେକହାମ୍ ହ୍ୱିଲର-ଗ୍ରୀନାଲ୍ ୧୩ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story