ପ୍ରଥମ ଦଳ ଭାବେ ଏହି ବିଶ୍ୱ ରେକର୍ଡ କଲା ଭାରତ

କୋଲକାତା: ବାଂଲାଦେଶ ବିପକ୍ଷରେ ୪୬ ରନର ଇନିଂସ୍ ବିଜୟ ସହ ଟିମ୍ ଇଣ୍ଡିଆ ନୂଆ ବିଶ୍ୱ କୀର୍ତ୍ତିମାନ କରିଛି। ଇନ୍ଦୋର ପରେ କୋଲକାତା ଟେଷ୍ଟରେ ମଧ୍ୟ ଭାରତ ମାତ୍ର ତିନି ଦିନ ଭିତରେ ବାଂଲାଦେଶକୁ ପରାସ୍ତ କରିଛି। ଏଥିସହ ଭାରତ ବିଶ୍ୱର ପ୍ରଥମ ଟିମ୍ ଭାବେ ଲଗାତାର ଚାରୋଟି ଇନିଂସ୍ ବିଜୟ ହାସଲ କରିଛି। ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣେ (ଇନିଂସ୍ ଓ ୧୩୭ ରନ୍‌) ଓ ରାଞ୍ଚି (ଇନିଂସ୍ ଓ […]

india

india

Ranjit Kumar Jena
  • Published: Sunday, 24 November 2019
  • Updated: 24 November 2019, 06:15 PM IST

Sports

Latest News

କୋଲକାତା: ବାଂଲାଦେଶ ବିପକ୍ଷରେ ୪୬ ରନର ଇନିଂସ୍ ବିଜୟ ସହ ଟିମ୍ ଇଣ୍ଡିଆ ନୂଆ ବିଶ୍ୱ କୀର୍ତ୍ତିମାନ କରିଛି। ଇନ୍ଦୋର ପରେ କୋଲକାତା ଟେଷ୍ଟରେ ମଧ୍ୟ ଭାରତ ମାତ୍ର ତିନି ଦିନ ଭିତରେ ବାଂଲାଦେଶକୁ ପରାସ୍ତ କରିଛି। ଏଥିସହ ଭାରତ ବିଶ୍ୱର ପ୍ରଥମ ଟିମ୍ ଭାବେ ଲଗାତାର ଚାରୋଟି ଇନିଂସ୍ ବିଜୟ ହାସଲ କରିଛି।

ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣେ (ଇନିଂସ୍ ଓ ୧୩୭ ରନ୍‌) ଓ ରାଞ୍ଚି (ଇନିଂସ୍ ଓ ୨୦୨ ରନ୍‌) ଟେଷ୍ଟରେ ଇନିଂସ୍ ବିଜୟ ହାସଲ କରିଥିବା ବେଳେ ବାଂଲାଦେଶ ବିପକ୍ଷ ଚଳିତ ସିରିଜର ଦୁଇଟି ଯାକ ମ୍ୟାଚରେ ମଧ୍ୟ ଇନିଂସ୍ ବିଜୟ ଲାଭ କରିଛି। ୧୪୨ ବର୍ଷର କ୍ରିକେଟ୍ ଇତିହାସରେ କୌଣସି ଦଳ ଏହି ରେକର୍ଡ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos