ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ: ଟିମ୍‌ ଇଣ୍ଡିଆ ମଜଭୁତ ସ୍ଥିତିରେ

ଭୁବନେଶ୍ୱର:ଦ୍ୱିତୀୟ ଟେଷ୍ଟରେ ଭାରତ ଏବେ ମଜଭୁତ ସ୍ଥିତିରେ। ଶ୍ରୀଲଙ୍କାର କଲୋମ୍ବୋରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଏକ ବିଶାଳ ସ୍କୋର କରି ପାଳି ଘୋଷଣା କରିଛି। ଏହାସହ ଶ୍ରୀଲଙ୍କା ପ୍ରଥମ ଇଂନିସ ପାଳି ଆରମ୍ଭ କରି ୨ଟି ୱିକେଟ୍‌ ହରାଇ ୫୦ ରନ୍‌ ସଂଗ୍ରହ କରିଛି। ଭାରତ ତାର ପ୍ରଥମ ଇଂନିସ ୬୨୨ ରନ କରିଥିବା ବେଳେ ପାଳି ଘୋଷଣା କରିଥିଲା। ଭାରତ ପକ୍ଷରୁ ପୂଜାରା ଓ ରାହାନେ ଶତକୀୟ […]

test

test

Rakesh Mallick
  • Published: Friday, 04 August 2017
  • Updated: 04 August 2017, 06:41 PM IST

Sports

Latest News

ଭୁବନେଶ୍ୱର:ଦ୍ୱିତୀୟ ଟେଷ୍ଟରେ ଭାରତ ଏବେ ମଜଭୁତ ସ୍ଥିତିରେ। ଶ୍ରୀଲଙ୍କାର କଲୋମ୍ବୋରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଏକ ବିଶାଳ ସ୍କୋର କରି ପାଳି ଘୋଷଣା କରିଛି। ଏହାସହ ଶ୍ରୀଲଙ୍କା ପ୍ରଥମ ଇଂନିସ ପାଳି ଆରମ୍ଭ କରି ୨ଟି ୱିକେଟ୍‌ ହରାଇ ୫୦ ରନ୍‌ ସଂଗ୍ରହ କରିଛି। ଭାରତ ତାର ପ୍ରଥମ ଇଂନିସ ୬୨୨ ରନ କରିଥିବା ବେଳେ ପାଳି ଘୋଷଣା କରିଥିଲା। ଭାରତ ପକ୍ଷରୁ ପୂଜାରା ଓ ରାହାନେ ଶତକୀୟ ପାଳି ଖେଳିଥିଲେ। ପୂର୍ବରୁ ପ୍ରଥମ ଟେଷ୍ଟରେ ଭାରତ ଶ୍ରଲଙ୍କାକୁ ପରାସ୍ତ କରିଥିଲା। ଶ୍ରୀଲଙ୍କ- ଭାରତ ଚାଲିଥିବା ତିନି ଟିକିଆ ଟେଷ୍ଟ ସିରିଜରେ ଭାରତ ୧-୦ ରେ ଅଗ୍ରଣି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story