ଶେଷ ଟି-ଟ୍ୱେଣ୍ଟି ଜିତିଲେ ଭାରତ ରଚିବ ନୂଆ ଅତିହାସ: ପାକିସ୍ତାନକୁ ପଛରେ ପକାଇ ଟିମ୍‌ ହେବ ଶ୍ରେଷ୍ଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା କାଲି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ସିରିଜର ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ଖେଳାଯିବ। ଯଦିଓ ଟିମ୍‌ ଇଣ୍ଡିଆ ଟି-ଟ୍ୱେଣ୍ଟି ସିରିଜ ଜିତି ସାରିଛି ତଥାବି ଏହି ମ୍ୟାଚକୁ ଗୁରୁତ୍ୱର ସହ ନେଉଛନ୍ତି ଟିମ୍‌ର ଖେଳାଳି। ଟେଷ୍ଟ, ଦିନିକିଆ ଓ ପରେ ଟି-ଟ୍ୱେଣ୍ଟି ସିରିଜ ଜିତି ଟିମ୍ ଇଣ୍ଡିଆର ମନୋବଳ ଏବେ ଦୃଢ ଅଛି। ତେଣୁ ଶେଷ ମ୍ୟାଚ୍ ଜିତି  ଟି-ଟ୍ୱେଣ୍ଟି ସିରିଜକୁ କ୍ଲିନ୍‌ ସୁଇପ କରିବାକୁ ଲକ୍ଷ୍ୟ […]

188107-team-practice

188107-team-practice

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 09:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା କାଲି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ସିରିଜର ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ଖେଳାଯିବ। ଯଦିଓ ଟିମ୍‌ ଇଣ୍ଡିଆ ଟି-ଟ୍ୱେଣ୍ଟି ସିରିଜ ଜିତି ସାରିଛି ତଥାବି ଏହି ମ୍ୟାଚକୁ ଗୁରୁତ୍ୱର ସହ ନେଉଛନ୍ତି ଟିମ୍‌ର ଖେଳାଳି।

ଟେଷ୍ଟ, ଦିନିକିଆ ଓ ପରେ ଟି-ଟ୍ୱେଣ୍ଟି ସିରିଜ ଜିତି ଟିମ୍ ଇଣ୍ଡିଆର ମନୋବଳ ଏବେ ଦୃଢ ଅଛି। ତେଣୁ ଶେଷ ମ୍ୟାଚ୍ ଜିତି  ଟି-ଟ୍ୱେଣ୍ଟି ସିରିଜକୁ କ୍ଲିନ୍‌ ସୁଇପ କରିବାକୁ ଲକ୍ଷ୍ୟ ରଖିଛି ଇଣ୍ଡିଆ। ଅନ୍ୟପଟେ ସିରିଜର ଶେଷ ମ୍ୟାଚ୍‌ ଜିତି ଆତ୍ମସମ୍ମାନ ରକ୍ଷା କରିବାକୁ ଶ୍ରୀଲଙ୍କା ଚାହିଁବ।

ଟିମ୍ ଇଣ୍ଡିଆ ଯଦି ଶେଷ ମ୍ୟାଚ୍ ଜିତିବ ତେବେ ଚଳିତ ବର୍ଷର ସବୁଠୁ ଅଧିକ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିବା ରେକର୍ଡ ନିଜ ନାଁରେ କରିବ। ଏପର୍ଯ୍ୟନ୍ତ ଇଣ୍ଡିଆ ଚଳିତ ବର୍ଷ ୮ଟି ଟି-ଟ୍ୱେଣ୍ଟି ଜିତିସାରିଲାଣି। ପାକିସ୍ତାନ ମଧ୍ୟ ଚଳିତ ବର୍ଷ ୮ଟି ମ୍ୟାଚ୍‌ ଜିତି ଭାରତ ସହ ବରାବର ଅଛି। ଯଦି କାଲିର ମ୍ୟାଚ୍‌ ଭାରତ ଜିତୁଛି ତେବେ ୨୦୧୭ ବର୍ଷରେ ଭାରତ ସବୁଠୁ ଅଧିକ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଜିତିବାର ରେକର୍ଡ କରିବ। ପୂର୍ବରୁ ଟିମ୍‌ ଇଣ୍ଡିଆ ଚଳିତ ବର୍ଷ ୭ଟି ଟେଷ୍ଟ ଓ ୨୧ଟି ଦିନିକିଆ ମ୍ୟାଚ୍‌ ଜିତି ଚଳିତ ବର୍ଷ ସବୁଠୁ ଅଧିକ ମ୍ୟାଚ୍‌ ଜିତିବାର ରେକର୍ଡ କରିସାରିଛି।

ଟିମ୍‌ ଇଣ୍ଡିଆ ଘରୋଇ ପରିବେଷରେ ଏହି ଫର୍ମାଟରେ କେବେବି ୩ଟି ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ କରିନାହିଁ। ତେଣୁ କାଲିର ମ୍ୟାଚ୍ ଯଦି ଇଣ୍ଡିଆ ଜିତିଲା ତେବେ ଏହି ସ୍ୱପ୍ନ ପୂରଣ ହେବ। କାଲି ମ୍ୟାଚରେ ଭାରତ ପକ୍ଷରୁ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହି ମ୍ୟାଚରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି।

https://www.youtube.com/watch?v=QTuq1V7mJv8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story