ଭାରତୀୟ ଝିଅଙ୍କ ଆକର୍ଷଣୀୟ ବୋଲିଂ: ବିଜୟ ଲକ୍ଷ୍ୟ ୨୨୯

ଭୁବନେଶ୍ୱର: ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ୍‌ ଲର୍ଡସଠାରେ ଚାଲିଛି। ଟାଇଟଲ ପାଇଁ ସାମ୍ନାସାମ୍ନି ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଏବଂ ଭାରତ । ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ୱିକେଟ୍‌ ହରାଇ ୨୨୮ ରନ କରିପାରିଛି। ଇଂଲଣ୍ଡ ପକ୍ଷରୁ ନସାଲି ସାଇଭର୍‌ ସର୍ବାଧିକ ୫୧ ରନ କରିଥିଲେ। ସେପଟେ ଭାରତ ଆକର୍ଷଣୀୟ ଖେଳ ଜାରି ରଖି ଇଂଲଣ୍ଡକୁ ୨୨୮ରନ ଭିତରେ ଅଟକାଇ ପାରିଥିଲା। ଭାରତ ପକ୍ଷରୁ ଝୁଲଣ ଗୌସ୍ୱାମୀ ୩ଟି ୱିକେଟ୍‌ […]

india-women-cricket-twitter_806x605_61500806729

Rakesh Mallick
  • Published: Sunday, 23 July 2017
  • Updated: 23 July 2017, 07:14 PM IST

ଭୁବନେଶ୍ୱର: ମହିଳା ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ୍‌ ଲର୍ଡସଠାରେ ଚାଲିଛି। ଟାଇଟଲ ପାଇଁ ସାମ୍ନାସାମ୍ନି ହୋଇଛନ୍ତି ଆୟୋଜକ ଇଂଲଣ୍ଡ ଏବଂ ଭାରତ । ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ୱିକେଟ୍‌ ହରାଇ ୨୨୮ ରନ କରିପାରିଛି। ଇଂଲଣ୍ଡ ପକ୍ଷରୁ ନସାଲି ସାଇଭର୍‌ ସର୍ବାଧିକ ୫୧ ରନ କରିଥିଲେ। ସେପଟେ ଭାରତ ଆକର୍ଷଣୀୟ ଖେଳ ଜାରି ରଖି ଇଂଲଣ୍ଡକୁ ୨୨୮ରନ ଭିତରେ ଅଟକାଇ ପାରିଥିଲା। ଭାରତ ପକ୍ଷରୁ ଝୁଲଣ ଗୌସ୍ୱାମୀ ୩ଟି ୱିକେଟ୍‌ ନେଇଥିବା ବେଳେ ପୁନମ ଯାଦବ ୨ଟି ଓ ରାଜେଶ୍ୱରୀ ଗୋଟିଏ ୱିକେଟ୍‌ ନେଇଛନ୍ତି।  ଭାରତକୁ ଜିତିବା ପାଇଁ ୨୨୯ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story