ଶାରୀରିକ ଭିନ୍ନକ୍ଷମ ଟି-୨୦ ୱାର୍ଲ୍ଡ ସିରିଜ୍: ଭାରତ ଚାମ୍ପିୟନ୍

ଲଣ୍ଡନ: ଗୋଟିଏ ପଟେ ସମସ୍ତଙ୍କ ନଜର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ତୃତୀୟ ଦିନିକିଆ ଉପରେ ରହିଥିଲା ବେଳେ ଅନ୍ୟପଟେ ଆଉ ଏକ ଭାରତୀୟ କ୍ରିକେଟ୍ ଟିମ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଫିଜିକାଲ୍ ଡିଜାବିଲିଟି (ଶାରୀରିକ ଭିନ୍ନକ୍ଷମ) ଟି-୨୦ ୱାର୍ଲ୍ଡ ସିରିଜରେ ଭାରତ ୩୭ ରନରେ ଇଂଲଣ୍ଡକୁ ତା’ ନିଜ ମାଟିରେ ହରାଇ ଚାମ୍ପିୟନ୍ ହୋଇଛି। ଟି-୨୦ ସିରିଜର ଏହି ଫାଇନାଲ୍ ମୁକାବିଲା ଇଂଲଣ୍ଡର ୱର୍ସେଷ୍ଟରରେ ଖେଳାଯାଇଥିଲା। ଏହା ପୂର୍ବରୁ ଶେଷ ଗ୍ରୁପ୍ ମ୍ୟାଚରେ […]

india

india

Ranjit Kumar Jena
  • Published: Wednesday, 14 August 2019
  • Updated: 14 August 2019, 04:36 PM IST

Sports

Latest News

ଲଣ୍ଡନ: ଗୋଟିଏ ପଟେ ସମସ୍ତଙ୍କ ନଜର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ତୃତୀୟ ଦିନିକିଆ ଉପରେ ରହିଥିଲା ବେଳେ ଅନ୍ୟପଟେ ଆଉ ଏକ ଭାରତୀୟ କ୍ରିକେଟ୍ ଟିମ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଫିଜିକାଲ୍ ଡିଜାବିଲିଟି (ଶାରୀରିକ ଭିନ୍ନକ୍ଷମ) ଟି-୨୦ ୱାର୍ଲ୍ଡ ସିରିଜରେ ଭାରତ ୩୭ ରନରେ ଇଂଲଣ୍ଡକୁ ତା' ନିଜ ମାଟିରେ ହରାଇ ଚାମ୍ପିୟନ୍ ହୋଇଛି। ଟି-୨୦ ସିରିଜର ଏହି ଫାଇନାଲ୍ ମୁକାବିଲା ଇଂଲଣ୍ଡର ୱର୍ସେଷ୍ଟରରେ ଖେଳାଯାଇଥିଲା। ଏହା ପୂର୍ବରୁ ଶେଷ ଗ୍ରୁପ୍ ମ୍ୟାଚରେ ଭାରତୀୟ ଟିମ୍ ପାକିସ୍ତାନକୁ ହରାଇଥିଲା।

ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୧୮୦ ରନ୍ କରିଥିଲା। ଟିମ୍ ପକ୍ଷରୁ ରବୀନ୍ଦ୍ର ସାଣ୍ଟେ ୩୪ ବଲରେ ସର୍ବାଧିକ ୫୩ ରନ୍ କରିଥିବା ବେଳେ କ୍ୟାପଟେନ୍ ବିକ୍ରାନ୍ତ କେନି ୨୯, କୁନାଲ ଫାନାସେ ୩୬ ଓ ସୁଗାନେଶ୍ ମହେନ୍ଦ୍ରନ୍ ମାତ୍ର ୧୧ ବଲରେ ଦ୍ରୁତ ୩୩ ରନ୍ କରିଥିଲା। ଇଂଲଣ୍ଡ ଟିମ୍ ପକ୍ଷରୁ ଲିଆମ୍ ଓ'ବ୍ରାଏନ୍ ୨ଟି ୱିକେଟ୍ ନେଇଥିଲେ।

ଜବାବରେ ଇଂଲଣ୍ଡ ଟିମ୍ ଏକ ସମୟରେ ୧୦.୨ ଓଭରରେ ୧ ୱିକେଟ୍ ହରାଇ ୯୦ ରନ୍ କରି ଭଲ ସ୍ଥିତିରେ ଥିଲା। କିନ୍ତୁ ଏହା ପରେ ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଇଂଲଣ୍ଡ ଟିମକୁ ୯ ୱିକେଟରେ ୧୪୪ ରନରେ ରୋକିଥିଲେ। ଇଂଲଣ୍ଡ ପକ୍ଷରୁ ଆଙ୍ଗୁସ୍ ବ୍ରୋ' ୩୨ ବଲରେ ୪୪ ରନ୍ ଏବଂ କାଲମ୍ ଫ୍ଲିନ୍ ୨୮ ରନ୍ କରିଥିଲେ।

ଏହା ପୂର୍ବରୁ ରାଉଣ୍ଡ ରବିନ୍ ଲିଗରେ ଭାରତୀୟ ଟିମ୍ ଶୀର୍ଷରେ ରହିଥିଲା। ଭାରତ ତା'ର ଶେଷ ମ୍ୟାଚରେ ପାକିସ୍ତାନକୁ ୮ ୱିକେଟରେ ହରାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ଆୟୋଜନ କରିଥିଲା। ଏଥିରେ ବାଂଲାଦେଶ, ଆଫଗାନିସ୍ତାନ, ଜିମ୍ବାୱେ ଟିମ୍ ଭାଗ ନେଇଥିଲେ। ଇଂଲଣ୍ଡ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story