ବିରାଟ ବାହିନୀ ଫେଲ୍‌; ସିରିଜ୍ ହାରିଲେ 

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକାଠାରୁ ପୁଣି ହାରିଲା ଭାରତ। ପ୍ରଥମ ଟେଷ୍ଟରେ ବିରାଟ ବାହିନୀ ୭୨ ରନ୍‌ରେ ହାରିଥିବା ବେଳେ ଆଜି ଦ୍ୱିତୀୟ ଟେଷ୍ଟରେ ୧୩୫ ରନ୍‌ରେ ହାରି ଯାଇଛି। ଏହା ସହିତ ଦଳ ତିନୋଟି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍ ହାରି ଯାଇଛି। ସେଞ୍ଚୁରିଅନରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୩୩୫ ରନ୍ କରିଥିବା ବେଳେ ଭାରତ ୩୦୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଘରୋଇ ଟିମ୍‌ ୨୫୮ ରନ୍ […]

cricketindia

cricketindia

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 04:50 PM IST

Sports

Latest News

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକାଠାରୁ ପୁଣି ହାରିଲା ଭାରତ। ପ୍ରଥମ ଟେଷ୍ଟରେ ବିରାଟ ବାହିନୀ ୭୨ ରନ୍‌ରେ ହାରିଥିବା ବେଳେ ଆଜି ଦ୍ୱିତୀୟ ଟେଷ୍ଟରେ ୧୩୫ ରନ୍‌ରେ ହାରି ଯାଇଛି। ଏହା ସହିତ ଦଳ ତିନୋଟି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍ ହାରି ଯାଇଛି।

ସେଞ୍ଚୁରିଅନରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୩୩୫ ରନ୍ କରିଥିବା ବେଳେ ଭାରତ ୩୦୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଘରୋଇ ଟିମ୍‌ ୨୫୮ ରନ୍ କରିଥିଲା। ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୮୭ ରନ୍ କରିବାର ଥିଲା। କିନ୍ତୁ ଦଳ ୧୫୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ପ୍ରଥମ ଇନିଂସ୍‌ରେ ସବୁ ଖେଳାଳି ବିଫଳ ହୋଇଥିଲେ ହେଁ ଅଧିନାୟକ ବିରାଟଙ୍କ ବ୍ୟାଟ୍ ଚାଲିଥିଲା। ସେ ୧୫୩ ରନ୍‌ କରିଥିଲେ। କିନ୍ତୁ ଦ୍ୱିତୀୟ ପାଳିରେ ସେ ମାତ୍ର ୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ରୋହିତ ଶର୍ମା ସର୍ବାଧିକ ୪୭ ରନ୍ କରିଥିବା ବେଳେ ୬ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ମୁରଲୀ ବିଜୟ ୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଲୋକେଶ ରାହୁଲ ୪, ହାର୍ଦ୍ଦିକ ପାଣ୍ଡ୍ୟା ୬, ରବିଚନ୍ଦ୍ରନ ଅଶ୍ୱିନ ୩ ଓ ଯଶପ୍ରୀତ ବୁମ୍‌ରା ୨ ରନ୍ କରି ଆଉଟ୍ ହୋଇଥିଲେ। ଚେତେଶ୍ୱର ପୂଜାରା ଓ ୱିକେଟ୍ କିପର ପାର୍ଥିବ ପଟେଲ ୧୯ ରନ୍ ଲେଖାଏଁ କରିଥିଲେ। ଇଶାନ୍ତ ଶର୍ମା ୪ ରନ୍ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକାର ବୋଲର ଲୁଙ୍ଗି ଏନ୍‌ଗିଡ଼ି ଟିମ୍ ଇଣ୍ଡିଆକୁ ପାଣି ପିଆଇ ଦେଲେ। ସେ ଏକା ୬ଟି ୱିକେଟ୍ ନେଇଥିଲେ। ରାବ୍‌ଦା ୩ଟି ୱିକେଟ୍ ନେଇଥିଲେ।

ଲୁଙ୍ଗି ଏନ୍‌ଗିଡ଼ିଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି। ସେ ଏହି ମ୍ୟାଚ୍‌ରେ ୭ଟି ୱିକେଟ୍ ହାସଲ କରିଛନ୍ତି।

ତୃତୀୟ ଟେଷ୍ଟ୍ ମ୍ୟାଚ୍‌ଟି ଜାନୁଆରୀ ୨୪ ତାରିଖରେ ଜୋହାନସ୍‌ବର୍ଗରେ ଖେଳାଯିବ। ତା’ପରେ ଫେବ୍ରୁଆରୀ ୧ରୁ ଭାରତ ସେଠାରେ ଦକ୍ଷିଣ ଆଫ୍ରିକା ବିରୋଧରେ ୬ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ମ୍ୟାଚ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story