ଫିଫା ରାଙ୍କିଙ୍ଗ୍: ଭାରତ ୧୦୩ତମ ସ୍ଥାନକୁ ଖସିଲା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଟିମ୍ ସଦ୍ୟ ପ୍ରକାଶିତ ଫିଫା ରାଙ୍କିଙ୍ଗରେ ୧୦୩ତମ ସ୍ଥାନକୁ ଖସି ଆସିଛି। ଚଳିତମାସ ଅହମ୍ମଦାବାଦରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ୍ କପରେ ଭାରତ ଦୁଇଟି ମ୍ୟାଚ୍ ହାରିଯାଇଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର’ କରିଥିଲା। ଭାରତ କଜାଖସ୍ତାନ ନିକଟରୁ ୨-୪ରେ ଏବଂ ଉତ୍ତର କୋରିଆଠାରୁ ୨-୫ରେ ପରାସ୍ତ ହୋଇଥିଲା। ତେବେ ସିରିଆ ବିପକ୍ଷ ମ୍ୟାଚ୍ ଭାରତ ୧-୧ରେ ଡ୍ର’ ଖେଳିଥିଲା। ଭାରତର ବର୍ତ୍ତମାନ ୧୨୧୪ ରାଙ୍କିଙ୍ଗ୍ ପଏଣ୍ଟ ଅଛି, ଯାହା ପୂର୍ବଥର ଅପେକ୍ଷା ୫ ପଏଣ୍ଟ […]

ind-football

ind-football

Ranjit Kumar Jena
  • Published: Thursday, 25 July 2019
  • Updated: 25 July 2019, 08:06 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଟିମ୍ ସଦ୍ୟ ପ୍ରକାଶିତ ଫିଫା ରାଙ୍କିଙ୍ଗରେ ୧୦୩ତମ ସ୍ଥାନକୁ ଖସି ଆସିଛି। ଚଳିତମାସ ଅହମ୍ମଦାବାଦରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ୍ କପରେ ଭାରତ ଦୁଇଟି ମ୍ୟାଚ୍ ହାରିଯାଇଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର' କରିଥିଲା। ଭାରତ କଜାଖସ୍ତାନ ନିକଟରୁ ୨-୪ରେ ଏବଂ ଉତ୍ତର କୋରିଆଠାରୁ ୨-୫ରେ ପରାସ୍ତ ହୋଇଥିଲା। ତେବେ ସିରିଆ ବିପକ୍ଷ ମ୍ୟାଚ୍ ଭାରତ ୧-୧ରେ ଡ୍ର' ଖେଳିଥିଲା।

ଭାରତର ବର୍ତ୍ତମାନ ୧୨୧୪ ରାଙ୍କିଙ୍ଗ୍ ପଏଣ୍ଟ ଅଛି, ଯାହା ପୂର୍ବଥର ଅପେକ୍ଷା ୫ ପଏଣ୍ଟ କମ୍। ଭାରତୀୟ ଟିମ୍ ଏବେ ଏସିଆ ଦେଶ ମଧ୍ୟରେ ୧୮ତମ ସ୍ଥାନରେ ରହିଛି। ଏସିଆ ଦେଶ ମଧ୍ୟରେ ଇରାନ୍ (୨୩ତମ) ଶୀର୍ଷରେ ଅଛି। ଏହା ପରେ ଜାପାନ (୩୩ତମ), ଅଷ୍ଟ୍ରେଲିଆ (୪୬ତମ) ଓ କାତାର (୬୨ତମ) ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।

କାତାରରେ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପ୍ ଏସିଆନ୍ କ୍ୱାଲିଫାୟର୍ ଦ୍ୱିତୀୟ ରାଉଣ୍ଡରେ ଭାରତ ଆୟୋଜକ ଟିମ୍, ବାଂଲାଦେଶ, ଓମାନ୍, ଆଫଗାନିସ୍ତାନ ସହ ଗ୍ରୁପ୍-ଇ'ରେ ରହିଛି। ଏହି କ୍ୱାଲିଫାୟରର ଦ୍ୱିତୀୟ ରାଉଣ୍ଡ ଚଳିତ ସେପ୍ଟେମ୍ବର ୫ରୁ ଆସନ୍ତାବର୍ଷ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଗ୍ରୁପ୍ ବିଜେତା ଏବଂ ଚାରି ଶ୍ରେଷ୍ଠ ରନର୍ସଅପ୍ (ମୋଟ ୧୨ ଟିମ୍) ତୃତୀୟ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବେ।

ସେହିପରି ନିକଟରେ କୋପା ଆମେରିକା ଟାଇଟଲ୍ ଜିତିଥିବା ବ୍ରାଜିଲ୍ ଫିଫା ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଉଠିଛି। ଫାଇନାଲରେ ବ୍ରାଜିଲ୍ ୩-୧ ଗୋଲରେ ପେରୁକୁ ହରାଇଥିଲା। ବେଲଜିୟମ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଫ୍ରାନ୍ସ ତୃତୀୟକୁ ଖସି ଆସିଛି। ଇଂଲଣ୍ଡ ଚତୁର୍ଥ, ଉରୁଗୁଏ ପଞ୍ଚମ, ପର୍ତ୍ତୁଗାଲ୍ ଷଷ୍ଠ, କ୍ରୋଏସିଆ ସପ୍ତମ, କଲମ୍ବିଆ ଅଷ୍ଟମ, ସ୍ପେନ୍ ନବମ ଏବଂ ଆର୍ଜେଣ୍ଟିନା ଦଶମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story