ଦେଶ ସାରା ଫୁଟବଲ୍ ଫିଭର୍‌: ପ୍ରଥମ ମ୍ୟାଚରେ ଆମେରିକାକୁ ଚକ୍‌ମା ଦେବାକୁ ଭାରତର ରଣକୌଶଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍ କ୍ରେଜ୍ ଦେଶରେ ଫୁଟବଲ୍ ଫିଭର।  ଫିଫା ଦ୍ୱାରା ଆୟୋଜିତ କୌଣସି ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ପଦାର୍ପଣ। ୧୭ ବର୍ଷରୁ କମ୍ ଫୁଟବଲ ବିଶ୍ୱକପରେ ଆଜି ଦିଲ୍ଲୀରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଭେଟିବ ଭାରତ। ଅନ୍ତର୍ଜାତୀୟ ଫୁଟବଲରେ ଅନଭିଜ୍ଞ ହେଲେ ବି ଭାରତୀୟ ଯୁବ ଖେଳାଳିଙ୍କ ମନରେ ଅସୀମ ଉତ୍ସାହ। ଘରୋଇ ମାଟି ଓ ଘରୋଇ ଦର୍ଶକଙ୍କ ସାମ୍ନାରେ ଯୁବ ଖେଳାଳି ଭଲ ପ୍ରଦର୍ଶନର ଆଶା ରଖିଛନ୍ତି। ରାତି ୮ଟାରେ ଦିଲ୍ଲୀ […]

India-Under-17-Football-Team_AIFF

India-Under-17-Football-Team_AIFF

Rakesh Mallick
  • Published: Friday, 06 October 2017
  • Updated: 06 October 2017, 06:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍ କ୍ରେଜ୍ ଦେଶରେ ଫୁଟବଲ୍ ଫିଭର।  ଫିଫା ଦ୍ୱାରା ଆୟୋଜିତ କୌଣସି ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ପଦାର୍ପଣ। ୧୭ ବର୍ଷରୁ କମ୍ ଫୁଟବଲ ବିଶ୍ୱକପରେ ଆଜି ଦିଲ୍ଲୀରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଭେଟିବ ଭାରତ। ଅନ୍ତର୍ଜାତୀୟ ଫୁଟବଲରେ ଅନଭିଜ୍ଞ ହେଲେ ବି ଭାରତୀୟ ଯୁବ ଖେଳାଳିଙ୍କ ମନରେ ଅସୀମ ଉତ୍ସାହ। ଘରୋଇ ମାଟି ଓ ଘରୋଇ ଦର୍ଶକଙ୍କ ସାମ୍ନାରେ ଯୁବ ଖେଳାଳି ଭଲ ପ୍ରଦର୍ଶନର ଆଶା ରଖିଛନ୍ତି। ରାତି ୮ଟାରେ ଦିଲ୍ଲୀ ଜବାହାରଲାଲ୍ ନେହରୁ ଷ୍ଟାଡିୟମ ଭାରତୀୟ ଫୁଟବଲ ପ୍ରେମୀ ଓ ଯୁବ ଭାରତୀୟ ଫୁଟବଲରଙ୍କ ପାଇଁ ଆଣିବ ନୂଆ ଅନୁଭୂତି।

ଅନ୍ତର୍ଜାତୀୟ ଫୁଟବଲରେ ଆମେରିକୀୟ ଟିମ୍ ଭାରତଠାରୁ ଯଥେଷ୍ଟ ଶକ୍ତିଶାଳୀ। ତାଛଡ଼ା ସେମାନଙ୍କ ନିକଟରେ ରହିଛି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଭରପୁର ଅଭିଜ୍ଞତା। ତେବେ ଭାରତୀୟ ଟିମକୁ ଏହି ଟୁର୍ଣ୍ଣାମେଣ୍ଟ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ୨୦୧୬ର ଅଧିକାଂଶ ସମୟ ଟିମ୍ ୟୁରୋପରେ ରହି ଅଭ୍ୟାସ କରିବା ସହ ୟୁରୋପୀୟ ଟିମ ସହ ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷରେ ନୂଆ ପର୍ତ୍ତୁଗୀଜ୍ କୋଚ୍ ଲୁଇସ୍ ନର୍ଟୋନ୍ ଡି ମାଟୋସ୍ ନୂଆ ଶୈଳୀରେ ଭାରତୀୟ ଟିମକୁ ଗଢିବାକୁ ଉଦ୍ୟମ କରିଛନ୍ତି।

ନଜର ପକାଇବା ଭାରତୀୟ ଦଳର କେଉଁ କେଉଁ ଖେଳାଳି ମ୍ୟାଚ୍ ଓ୍ୱିନର ହୋଇପାରନ୍ତି।

ଷ୍ଟ୍ରାଇକିଂ ପାଓ୍ୱାର ନିର୍ଭର କରିବ ନିର୍ଭରଯୋଗ୍ୟ ଫରଓ୍ୱାର୍ଡ ଅନିକେତ୍ ଯାଦବଙ୍କ ଉପରେ। ତାଙ୍କ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ନିର୍ଣ୍ଣାୟକ ହେବ। ଫରଓ୍ୱାର୍ଡ ଲାଇନକୁ ସପୋଟ୍ ଦେବେ ଅପ୍ କମିଂ ଷ୍ଟାର କୁହାଯାଉଥିବା ସିକିମ୍ ବୟ କୋମଲ ଥଟାଲ୍।  ବ୍ରାଜିଲ୍ ଓ ଉରୁଗୁଏ ବିପକ୍ଷରେ ଗୋଲ୍ ସ୍କୋର କରି ଫୋକସକୁ ଆସିଥିଲେ କୋମଲ। ଅଧିନାୟକ ଅମରଜିତ୍ ସିଂହ ମଧ୍ୟ ଭାରତୀୟ ଟିମ୍ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ। ମିଡ୍ ଫିଲଡ୍ରେ ବଲ୍ ନିୟନ୍ତ୍ରଣ ଦାୟିତ୍ୱ ଏହି ଉଦୀୟମାନ ଖେଳାଳିଙ୍କ ଉପରେ ନିର୍ଭର କରିବ।

ଭାରତୀୟ ଟିମରେ ଡିଫେନ୍ସ ସମ୍ଭାଳିବେ ଅନଓ୍ୱର ଅଲ୍ଲୀ। ଜାତୀୟ ଦଳ ବିପକ୍ଷରେ ଗୋଲ ସ୍କୋର କରିବା ପରେ ମିନର୍ଭା ଏକାଡେମୀର ଏହି ଖେଳାଳିଙ୍କ ଉପରେ ପଡିଥିଲା କୋଟ୍ ମାଟୋସଙ୍କ ନଜର। ଭାରତୀୟ ଯୁବ ଖେଳାଳିଙ୍କ ଉପରେ କୋଚ୍ ମାଟୋସଙ୍କ ଭରସା ରହିଛି। ଖେଳାଳି ବି ଉତ୍ସାହିତ ଅଛନ୍ତି। ତେଣୁ ଭାରତୀୟ ଟିମ୍ ଲଢୁଆ ଖେଳ ପ୍ରଦର୍ଶନ କରିବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story