ଟି-ଟ୍ୱଣ୍ଟି ମ୍ୟାଚ୍‌: ଭାରତର ଧୁଆଁଦାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୨୦୩ ରନ୍‌ର ଟାର୍ଗେଟ୍

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜଶାହ କୋଟ୍‌ଲା ଷ୍ଟାଡିୟମ୍‌ରେ ଭାରତ ନ୍ୟୁଜିଲ୍ୟାଣ୍ଡ ତ୍ରୀଦିବସୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ବୁଧବାର ଆରମ୍ଭ ହୋଇଛି। ପ୍ରଥମ ଦିନ ମ୍ୟାଚ୍‌ରେ ଭାରତ ୩ ୱିକେଟ ହରାଇ ୨୦୨ରନ୍‌ କରିଛି। ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଗ ବ୍ୟାଟିଂ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଧୂଆଁଧାର ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା। ଟିମ୍‌ ଇଣ୍ଡିଆର ଓପନିଂ ଯୋଡ଼ି […]

india - Copy

india - Copy

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 09:35 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜଶାହ କୋଟ୍‌ଲା ଷ୍ଟାଡିୟମ୍‌ରେ ଭାରତ ନ୍ୟୁଜିଲ୍ୟାଣ୍ଡ ତ୍ରୀଦିବସୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ବୁଧବାର ଆରମ୍ଭ ହୋଇଛି। ପ୍ରଥମ ଦିନ ମ୍ୟାଚ୍‌ରେ ଭାରତ ୩ ୱିକେଟ ହରାଇ ୨୦୨ରନ୍‌ କରିଛି।

ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଗ ବ୍ୟାଟିଂ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଧୂଆଁଧାର ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା। ଟିମ୍‌ ଇଣ୍ଡିଆର ଓପନିଂ ଯୋଡ଼ି ଶିଖର ଧାୱାନ ଓ ରୋହିତ ଶର୍ମା ୮୦ ରନ୍ କରିଥିଲେ। ସେହିଭଳି ଅଧିନାୟକ ବିରାଟ କୋହଲି ୧୧ ବଲରେ ୨୬ ରନ୍‌ କରି ଅପରାଜିତ ରହିଥିଲେ।  ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଇ.ଶି. ସୋଧି ସର୍ବଧିକ ୨ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story