ମହିଳା ବିଶ୍ୱକପ୍ କ୍ରିକେଟ୍‌ ଫାଇନାଲ୍‌ରେ ଭାରତ; ୨୩ରେ ଇଂଲଣ୍ଡ ସହିତ ମୁକାବିଲା

ଡର୍ବି: ଆଇସିସି ମହିଳା ବିଶ୍ୱକପ୍ ଫାଇନାଲ୍‌ରେ ପହଞ୍ଚି ଯାଇଛି ଟିମ୍ ଇଣ୍ଡିଆ। ଗତକାଲି ଖେଳା ଯାଇଥିବା ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ଶକ୍ତିଶାଳୀ ତଥା ଛଅ ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କରିଛି। ଏହା ସହିତ ଆଇସିସି ମହିଳା ବିଶ୍ୱକପ୍‌ ପ୍ରତିଯୋଗିତାରେ ଦ୍ୱିତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୨ ଓଭରରେ ୪ ୱିକେଟ୍ ହରାଇ ୨୮୧ […]

harmanpreet

harmanpreet

Rakesh Mallick
  • Published: Friday, 21 July 2017
  • Updated: 21 July 2017, 07:46 AM IST

Sports

Latest News

ଡର୍ବି: ଆଇସିସି ମହିଳା ବିଶ୍ୱକପ୍ ଫାଇନାଲ୍‌ରେ ପହଞ୍ଚି ଯାଇଛି ଟିମ୍ ଇଣ୍ଡିଆ। ଗତକାଲି ଖେଳା ଯାଇଥିବା ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଦଳ ଶକ୍ତିଶାଳୀ ତଥା ଛଅ ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କରିଛି। ଏହା ସହିତ ଆଇସିସି ମହିଳା ବିଶ୍ୱକପ୍‌ ପ୍ରତିଯୋଗିତାରେ ଦ୍ୱିତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି।

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୨ ଓଭରରେ ୪ ୱିକେଟ୍ ହରାଇ ୨୮୧ ରନ୍ କରିଥିଲା। ଦଳ ପକ୍ଷରୁ ହରମନପ୍ରୀତ କୌର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୧୧୫ଟି ବଲ୍‌ରୁ ୧୭୧ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ଏଥିମଧ୍ୟରେ ରହିଥିଲା ୨୦ଟି ଚୌକା ଓ ୭ଟି ଛକା।

୨୮୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ୨୪୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଦୀପ୍ତି ଶର୍ମା ୩ଟି ୱିକେଟ୍ ନେଇଥିବା ବେଳେ ଶିଖା ପାଣ୍ଡେ ୨ଟି, ଝୁଲଣ ଗୋସ୍ୱାମୀ ୨ଟି, ପୁନମ ଯାଦବ ଗୋଟିଏ ଓ ରାଜେଶ୍ୱର ଗାଏକ୍ୱାଡ୍‌ ଗୋଟିଏ ୱିକେଟ୍ ନେଇଥିଲେ।

ଆସନ୍ତା ୨୩ ତାରିଖରେ ଲଣ୍ଡନର ଲର୍ଡସରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ।

୨୦୦୫ରେ ଅନୁଷ୍ଠିତ ମହିଳ ବିଶ୍ୱକପ୍ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତ ଫାଇନାଲ୍‌କୁ ଯାଇଥିଲା। ତେବେ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story