ରଣଜୀ ଟ୍ରଫି ଫାଇନାଲ୍ ପାଇଁ ବେଙ୍ଗଲ ଟିମରେ ଋଦ୍ଧିମାନ ସାହା

କୋଲକାତା: ଭାରତୀୟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହାଙ୍କୁ ବେଙ୍ଗଲ ରଣଜୀ ଟ୍ରଫି ଟିମରେ ସାମିଲ୍ କରାଯାଇଛି, ଯିଏ ମାର୍ଚ୍ଚ ୯ ତାରିଖରେ ଫାଇନାଲ୍ ମୁକାବିଲା ଖେଳିବେ। ସାହାଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଅଭିଷେକ ରମନଙ୍କ ସ୍ଥାନରେ ସୁଯୋଗ ମିଳିପାରେ। ସାହାଙ୍କୁ ବାଂଲାଦେଶ ବିପକ୍ଷ ଇଡେନ୍ ଗାର୍ଡେନ୍ସରେ ଐତିହାସିକ ଦିବାରାତ୍ର ଟେଷ୍ଟରେ ଡାହାଣ ହାତର ଅଙ୍ଗୁଳିରେ ଆଘାତ ଲାଗିଥିଲା। ଫିଟ୍ ହେବା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଟେଷ୍ଟ ସ୍କ୍ୱାଡରେ ସାମିଲ କରାଯାଇଥିଲା। ତେବେ ଏହି ୱିକେଟକିପର […]

saha

saha

Ranjit Kumar Jena
  • Published: Tuesday, 03 March 2020
  • Updated: 03 March 2020, 07:13 PM IST

କୋଲକାତା: ଭାରତୀୟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହାଙ୍କୁ ବେଙ୍ଗଲ ରଣଜୀ ଟ୍ରଫି ଟିମରେ ସାମିଲ୍ କରାଯାଇଛି, ଯିଏ ମାର୍ଚ୍ଚ ୯ ତାରିଖରେ ଫାଇନାଲ୍ ମୁକାବିଲା ଖେଳିବେ। ସାହାଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଅଭିଷେକ ରମନଙ୍କ ସ୍ଥାନରେ ସୁଯୋଗ ମିଳିପାରେ।

ସାହାଙ୍କୁ ବାଂଲାଦେଶ ବିପକ୍ଷ ଇଡେନ୍ ଗାର୍ଡେନ୍ସରେ ଐତିହାସିକ ଦିବାରାତ୍ର ଟେଷ୍ଟରେ ଡାହାଣ ହାତର ଅଙ୍ଗୁଳିରେ ଆଘାତ ଲାଗିଥିଲା। ଫିଟ୍ ହେବା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଟେଷ୍ଟ ସ୍କ୍ୱାଡରେ ସାମିଲ କରାଯାଇଥିଲା। ତେବେ ଏହି ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତର ଅନ୍ତିମ ଏକାଦଶରେ ସ୍ଥାନ ମିଳିନଥିଲା।

ସାହା ବେଙ୍ଗଲ ପକ୍ଷରୁ ଶେଷଥର ପାଇଁ ୨୦୧୭-୧୮ ସିଜନରେ ରଣଜୀ ମ୍ୟାଚ୍ ଖେଳିଥିଲେ ଏବଂ ସେ ୪ଟି ମ୍ୟାଚରେ ୩୮.୩୩ ହାରରେ ରନ୍ କରିଥିଲେ। ଚୟନକର୍ତ୍ତା ଉଦୀୟମାନ ବ୍ୟାଟ୍ସମ୍ୟାନ୍ ସୁଦୀପ ଘରାମୀଙ୍କୁ ମଧ୍ୟ ଟିମରେ ସ୍ଥାନ ଦେଇଛନ୍ତି । ସେମିଫାଇନାଲରେ କର୍ଣ୍ଣାଟକାକୁ ହରାଇଥିବା ୧୬ଜଣିଆ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆହତ କୌଶିକ ଘୋଷ ଓ ୟଙ୍ଗଷ୍ଟାର୍ ଗୁଲାମ ମୁସ୍ତଫାଙ୍କୁ ବାଦ୍ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story