ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟକୁ ନେଇ ଏମିତି କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ମଙ୍ଗ ଧରିବା ପରେ ଭାରତରେ ପିଙ୍କ୍ ବଲ୍ ଟେଷ୍ଟର ଶୁଭାରମ୍ଭ କରିଥିବା ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ରବିବାର ସ୍ପଷ୍ଟ କରିଛନ୍ତି ଯେ ଟିମ୍ ଇଣ୍ଡିଆ ଏବେ ବିଦେଶରେ ମଧ୍ୟ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ। ବିସିସିଆଇର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି, ଭାରତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ବିସିସିଆଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା […]

ganguly

ganguly

Ranjit Kumar Jena
  • Published: Sunday, 16 February 2020
  • Updated: 16 February 2020, 07:02 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ମଙ୍ଗ ଧରିବା ପରେ ଭାରତରେ ପିଙ୍କ୍ ବଲ୍ ଟେଷ୍ଟର ଶୁଭାରମ୍ଭ କରିଥିବା ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ରବିବାର ସ୍ପଷ୍ଟ କରିଛନ୍ତି ଯେ ଟିମ୍ ଇଣ୍ଡିଆ ଏବେ ବିଦେଶରେ ମଧ୍ୟ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ। ବିସିସିଆଇର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି, ଭାରତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।

ବିସିସିଆଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଗାଙ୍ଗୁଲି ବାଂଲାଦେଶକୁ ଭାରତ ବିପକ୍ଷ ପ୍ରଥମ ଦିବାରାତ୍ର ଖେଳିବାକୁ ରାଜି କରାଇଥିଲେ। ଏହା ପୂର୍ବରୁ ଗାଙ୍ଗୁଲି ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଦିବାରାତ୍ର ଟେଷ୍ଟ ଖେଳିବାକୁ କହିଥିଲେ। ଗାଙ୍ଗୁଲିଙ୍କ ପ୍ରସ୍ତାବରେ କୋହଲି ତୁରନ୍ତ ହିଁ ମାରିଥିଲେ।

ଏହା ପୂର୍ବରୁ ଭାରତ ସର୍ବଦା ପିଙ୍କ୍ ବଲ ଟେଷ୍ଟ ଖେଳିବାରୁ ଦୂରେଇ ରହିଥିଲା। ୨୦୧୫ରେ ପ୍ରଥମଥର ପିଙ୍କ୍ ବଲ୍ ଟେଷ୍ଟର ଶୁଭାରମ୍ଭ ହୋଇଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମୁହାଁମୁହିଁ ହୋଇଥିଲେ। ଏହା ପରେ ପାକିସ୍ତାନ, ୱେଷ୍ଟଇଣ୍ଡିଜ୍‌, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଶ୍ରୀଲଙ୍କା, ଜିମ୍ବାୱେ ଭଳି ଦେଶ ପିଙ୍କ୍ ବଲ୍ ଟେଷ୍ଟ ଖେଳିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଭାରତୀୟ କ୍ରିକେଟ୍ ଟିମ୍ ୨୦୧୯, ନଭେମ୍ବର ପୂର୍ବରୁ ଏହି ନୂଆ ଫର୍ମାଟକୁ ସ୍ୱୀକାର କରିନଥିଲା। ନଭେମ୍ବରରେ ଭାରତ ତା'ର ପ୍ରଥମ ପିଙ୍କ୍ ବଲ୍ ଟେଷ୍ଟ ବାଂଲାଦେଶ ବିପକ୍ଷରେ ଖେଳିଥିଲା। ଭାରତର ଏହି ପଦପେକ୍ଷକୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସ୍ୱାଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story