ସାଫ୍ ଅଣ୍ଡର୍-୧୫ ଟାଇଟଲ୍ ଜିତିଲା ଭାରତ

କଲ୍ୟାଣୀ: ଷ୍ଟ୍ରାଇକର୍ ଶ୍ରୀଦାର୍ଥ ନଙ୍ଗମେଇକାପାମଙ୍କ ହ୍ୟାଟ୍ରିକକୁ ଆଧାର କରି ଭାରତ ୭-୦ ଗୋଲରେ ନେପାଳକୁ ହରାଇ ସାଫ୍ ଅଣ୍ଡର୍-୧୫ ଚାମ୍ପିୟନଶିପ୍ ଟାଇଟଲ୍ ଜିତିଛି। ଭାରତ ପକ୍ଷରୁ ଶ୍ରୀଦାର୍ଥ (୫୧ତମ, ୭୬ତମ, ୮୦ତମ) ହ୍ୟାଟ୍ରିକ୍ ଗୋଲ୍ ଦେଇଥିବା ବେଳେ ମାହେସନ୍ ସିଂହ (୧୫ତମ), ଅମନଦୀପ (୪୨ତମ), ଶିବଜିତ୍ ସିଂହ (୪୫ତମ) ଓ ହିମାଂଶୁ ଜାଙ୍ଗରା (୬୫ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। ଏହି ବିଜୟ ସହ ଭାରତ ସବୁଠାରୁ ସଫଳ ଟିମ୍ ଭାବେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ତିନିଥର […]

saff

saff

Ranjit Kumar Jena
  • Published: Saturday, 31 August 2019
  • Updated: 31 August 2019, 08:30 PM IST

Sports

Latest News

କଲ୍ୟାଣୀ: ଷ୍ଟ୍ରାଇକର୍ ଶ୍ରୀଦାର୍ଥ ନଙ୍ଗମେଇକାପାମଙ୍କ ହ୍ୟାଟ୍ରିକକୁ ଆଧାର କରି ଭାରତ ୭-୦ ଗୋଲରେ ନେପାଳକୁ ହରାଇ ସାଫ୍ ଅଣ୍ଡର୍-୧୫ ଚାମ୍ପିୟନଶିପ୍ ଟାଇଟଲ୍ ଜିତିଛି। ଭାରତ ପକ୍ଷରୁ ଶ୍ରୀଦାର୍ଥ (୫୧ତମ, ୭୬ତମ, ୮୦ତମ) ହ୍ୟାଟ୍ରିକ୍ ଗୋଲ୍ ଦେଇଥିବା ବେଳେ ମାହେସନ୍ ସିଂହ (୧୫ତମ), ଅମନଦୀପ (୪୨ତମ), ଶିବଜିତ୍ ସିଂହ (୪୫ତମ) ଓ ହିମାଂଶୁ ଜାଙ୍ଗରା (୬୫ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ।

ଏହି ବିଜୟ ସହ ଭାରତ ସବୁଠାରୁ ସଫଳ ଟିମ୍ ଭାବେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ତିନିଥର ଟାଇଟଲ୍ ଜିତିଛି। ଏହା ପୂର୍ବରୁ ଭାରତ ୨୦୧୩, ୨୦୧୭ରେ ମଧ୍ୟ ଟାଇଟଲ୍ ଜିତିଥିଲା। ଚଳିତ ଚାମ୍ପିୟନଶିପରେ ଭାରତ ତା'ର ପ୍ରଥମ ମ୍ୟାଚରେ ନେପାଳକୁ ୫-୦, ଦ୍ୱିତୀୟ ମ୍ୟାଚରେ ଭୁଟାନକୁ ୭-୦, ଶ୍ରୀଲଙ୍କାକୁ ୫-୦ ଏବଂ ବାଂଲାଦେଶକୁ ୪-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା।

ଭାରତର ଏହି ସଫଳତା ନେଇ କୋଚ୍ ବିବିଆନୋ ଫର୍ଣ୍ଣାଣ୍ଡିଜ୍ କହିଛନ୍ତି, ଚାମ୍ପିୟନ୍ ହେବା ନେଇ ଆମେ ବହୁତ ଖୁସି। ଆମେ ଏଠାକୁ ଟାଇଟଲ୍ ଜିତିବା ଉଦ୍ଦେଶ୍ୟରେ ଆସିଥିଲୁ ଏବଂ ଏହା ହାସଲ ମଧ୍ୟ କରିଛୁ। ଏହି ଚାମ୍ପିୟନଶିପ୍ ଏଏଫସି କ୍ୱାଲିଫାୟର୍ସ ପ୍ରସ୍ତୁତିରେ ସହାୟକ ହେବ। ଟିମର ଯୁବ ଖେଳାଳିମାନେ ଯେଉଁଭଳି ପ୍ରଦର୍ଶନ କଲେ, ତାହା ମୋତେ ଗର୍ବିତ କରିଛି ବୋଲି ଫର୍ଣ୍ଣାଣ୍ଡିଜ୍ କହିଛନ୍ତି।

ସୂଚନାଯୋଗ୍ୟ, ଏଏଫସି ୨୦୨୦ ଅଣ୍ଡର୍-୧୬ ଏଏଫସି ଚାମ୍ପିୟନଶିପ୍ ପାଇଁ କ୍ୱାଲିଫାୟର୍ସ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। କ୍ୱାଲିଫାୟର୍ସରେ ଭାରତ ଗ୍ରୁପ୍-ବି'ରେ ଆୟୋଜକ ଉଜବେକିସ୍ତାନ, ବାହାରିନ୍ ଓ ତୁର୍କମେନିସ୍ତାନ ସହ ସ୍ଥାନ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story