ମୟଙ୍କ ବି ନିରାଶ କଲେ, ୨୫ ଓଭରରେ ୪୧ ରନ୍‌

ଆଡିଲେଡ୍‌: ପୃଥ୍ୱୀ ଶ’ଙ୍କ ପରେ ନିରାଶ କଲେ ମୟଙ୍ଗ ଅଗ୍ରୱାଲ। ଶ’ ଶୂନରେ ଆଉଟ୍ ହୋଇଥିବା ବେଳେ ମୟଙ୍କ ମାତ୍ର ୧୭ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଫଳରେ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଭାରତ ପ୍ରଥମ ଇନିଂସ୍‌ରେ ୫୦ ରନ୍ କରିବା ପୂର୍ବରୁ ୨ଟି ୱିକେଟ୍ ହରାଇଛି। ଖବର ଲେଖାଯିବା ସୁଦ୍ଧା ୨୫ ଓଭରରେ ଟିମ୍ ଇଣ୍ଡିଆ ୨ ୱିକେଟ୍ ହରାଇ ୪୧ ରନ୍ କରିଛି। ଚେତେଶ୍ୱର ପୂଜାରା ୮୮ଟି ବଲ୍‌ରୁ […]

mayank1

mayank1

Jitendra Garnayak
  • Published: Thursday, 17 December 2020
  • Updated: 17 December 2020, 11:44 AM IST

Sports

Latest News

ଆଡିଲେଡ୍‌: ପୃଥ୍ୱୀ ଶ’ଙ୍କ ପରେ ନିରାଶ କଲେ ମୟଙ୍ଗ ଅଗ୍ରୱାଲ। ଶ’ ଶୂନରେ ଆଉଟ୍ ହୋଇଥିବା ବେଳେ ମୟଙ୍କ ମାତ୍ର ୧୭ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଫଳରେ ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଭାରତ ପ୍ରଥମ ଇନିଂସ୍‌ରେ ୫୦ ରନ୍ କରିବା ପୂର୍ବରୁ ୨ଟି ୱିକେଟ୍ ହରାଇଛି।

ଖବର ଲେଖାଯିବା ସୁଦ୍ଧା ୨୫ ଓଭରରେ ଟିମ୍ ଇଣ୍ଡିଆ ୨ ୱିକେଟ୍ ହରାଇ ୪୧ ରନ୍ କରିଛି। ଚେତେଶ୍ୱର ପୂଜାରା ୮୮ଟି ବଲ୍‌ରୁ ୧୭ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୨୨ଟି ବଲ୍‌ରୁ ୫ ରନ୍ କରି ଖେଳୁଛନ୍ତି।

ଆଜି ବିରାଟ କୋହଲି ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲ୍ ଓପନିଂ କରିବାକୁ ଆସିଥିଲେ। କିନ୍ତୁ ପ୍ରଥମ ଓଭରରେ ଭାରତକୁ ଝଟକା ଲାଗିଥିଲା। ପ୍ରଥମ ଓଭରର ଦ୍ୱିତୀୟ ବଲ୍ରେ ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ସେ ବୋଲ୍ଡ ହୋଇଯାଇଥିଲେ। ଏହା ପରେ ୧୮.୧ ଓଭରରେ ପ୍ୟାଟ୍ କମିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ ମୟଙ୍କ। ସେ ୪୦ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ ରନ୍ କରିଥିଲେ। ତା’ମଧ୍ୟରେ ଦୁଇଟି ଚୌକା ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story