ପ୍ରଥମ ଦିନିକିଆରେ ଭାରତ ପାଇଁ ଟାର୍ଗେଟ୍ ୨୮୯

ସିଡ୍‌ନୀ: ପିଟର ହ୍ୟାଣ୍ଡସକମ୍ବଙ୍କ ୭୩ ରନ୍‌ର ଲଢ଼ୁଆ ଇନିଂସ୍‌ ବଳରେ ସିଡ୍‌ନୀଠାରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆରେ ୨୮୮ ରନ୍‌ କରିପାରିଛି ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌ରେ ଘରୋଇ ଦଳର ୩ ଜଣ ଅର୍ଦ୍ଧଶତକ ହାସଲ କରିପାରିଥିବାବେଳେ କେହି ମଧ୍ୟ ଶତକ କରିପାରିନଥିଲେ। ଇନିଂସ୍‌ ଆରମ୍ଭରୁ ୱିକେଟ୍‌ ପତନ ଘଟିବାପରେ ଧୀମା ବ୍ୟାଟିଂ ପାଇଁ ଦଳୀୟ ସ୍କୋର ୨୫୦ ରନ୍‌ ପାଖାପାଖିରେ ସୀମିତ ରହିବା ଆଶଙ୍କା ସୃଷ୍ଟି ହେଉଥିଲା। କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍‌ […]

aus-ind

aus-ind

Subrat Kumar Nayak
  • Published: Saturday, 12 January 2019
  • Updated: 12 January 2019, 12:18 PM IST

Sports

Latest News

ସିଡ୍‌ନୀ: ପିଟର ହ୍ୟାଣ୍ଡସକମ୍ବଙ୍କ ୭୩ ରନ୍‌ର ଲଢ଼ୁଆ ଇନିଂସ୍‌ ବଳରେ ସିଡ୍‌ନୀଠାରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆରେ ୨୮୮ ରନ୍‌ କରିପାରିଛି ଅଷ୍ଟ୍ରେଲିଆ। ଏହି ମ୍ୟାଚ୍‌ରେ ଘରୋଇ ଦଳର ୩ ଜଣ ଅର୍ଦ୍ଧଶତକ ହାସଲ କରିପାରିଥିବାବେଳେ କେହି ମଧ୍ୟ ଶତକ କରିପାରିନଥିଲେ।

ଇନିଂସ୍‌ ଆରମ୍ଭରୁ ୱିକେଟ୍‌ ପତନ ଘଟିବାପରେ ଧୀମା ବ୍ୟାଟିଂ ପାଇଁ ଦଳୀୟ ସ୍କୋର ୨୫୦ ରନ୍‌ ପାଖାପାଖିରେ ସୀମିତ ରହିବା ଆଶଙ୍କା ସୃଷ୍ଟି ହେଉଥିଲା। କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍‌ ନପଡ଼ିବା କାରଣରୁ ଉସ୍‌ମାନ୍‌ ଖାୱଜା, ଶନ୍‌ ମାର୍ଶ ଏବଂ ପିଟର ହ୍ୟାଣ୍ଡସକମ୍ବ ଅର୍ଦ୍ଧଶତକ କରିପାରିଥିବାବେଳେ ମାର୍କସ୍‌ ଷ୍ଟୋଇନିସ୍‌ ଶେଷରେ ୪୭ ରନ୍‌ ଯୋଡ଼ି ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ତରରେ ପହଞ୍ଚାଇପାଥିଲେ।

ଇନିଂସ୍‌ ଆରମ୍ଭରୁ ଅଧିନାୟକ ଆରୋନ୍‌ ଫିଞ୍ଚ ୬ ରନ୍‌ କରି ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିବାବେଳେ ଆଲେକ୍ସ ୨୪ ରନ୍‌ କରି କୁଲ୍‌ଦୀପ ଯାଦବଙ୍କ ଶିକାର ହୋଇଥିଲେ।

ଏହାପରେ କିନ୍ତୁ ଉସ୍‌ମାନ୍‌, ମାର୍ଶ, ହ୍ୟାଣ୍ଡସକମ୍ବ ଏବଂ ମାର୍କସ୍‌ ଯଥାକ୍ରମେ ୫୯,୫୪,୭୩ ଏବଂ ୪୭ ରନ୍‌ର ଇନିଂସ ଖେଳିବାରୁ ଭାରତ ପାଇଁ ଟାର୍ଗେଟ୍‌ ୨୮୯ରେ ପହଞ୍ଚିଛି।

ଉସ୍‌ମାନ୍‌ଙ୍କୁ ରବୀନ୍ଦ୍ର ଜାଡେଜା ଏଲବିଡବଲୟୁ କରିଥିବାବେଳେ ମାର୍ଶ କୁଲଦୀପ ଯାଦବଙ୍କ ଓଭର୍‌ରେ ମହମ୍ମଦ ଶାମିଙ୍କ ହାତରେ ଧରାପଡ଼ିଥିଲେ। ସେହିଭଳି ହାଣ୍ଡସ୍‌କମ୍ବ ଭୁବନେଶ୍ୱର କୁମାରଙ୍କ ବୋଲିଂରେ ଶିଖର ଧୱନ୍‌ଙ୍କ ହାତରେ ଧରାପଡ଼ିଥିଲେ। ତାଙ୍କର ଏହି ୭୩ ରନ୍‌ର ଇନିଂସ୍‌ରେ ୬ଟି ଚୌକା ଏବଂ ୨ଟି ଛକା ସାମିଲ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story