ଆଜି ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ୍

କାନପୁର: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ଆଜି ଅନ୍ତିମ ମ୍ୟାଚ୍। କାନପୁରରେ ମୁହାଁମୁହିଁ ହେବେ ଦୁଇ ଦଳ। ୧-୧ରେ ବରାବର ପରେ ଏବେ ନିର୍ଣ୍ଣାୟକ ସ୍ଥିତିରେ ସିରିଜ୍। ଉଭୟ ଦଳ ପାଇଁ କର ବା ମର ମ୍ୟାଚ୍। ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ବି ଟିମ୍ ଇଣ୍ଡିଆର ବୋଲିଂ ଲାଇନ୍ ସୁଦୃଢ଼ ଥିବା ପ୍ରମାଣିତ ହୋଇଛି। ପ୍ରଥମ ଥର ପାଇଁ କାନପୁରର […]

bcci9

bcci9

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 09:16 AM IST

Sports

Latest News

କାନପୁର: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ଆଜି ଅନ୍ତିମ ମ୍ୟାଚ୍। କାନପୁରରେ ମୁହାଁମୁହିଁ ହେବେ ଦୁଇ ଦଳ। ୧-୧ରେ ବରାବର ପରେ ଏବେ ନିର୍ଣ୍ଣାୟକ ସ୍ଥିତିରେ ସିରିଜ୍। ଉଭୟ ଦଳ ପାଇଁ କର ବା ମର ମ୍ୟାଚ୍। ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ବି ଟିମ୍ ଇଣ୍ଡିଆର ବୋଲିଂ ଲାଇନ୍ ସୁଦୃଢ଼ ଥିବା ପ୍ରମାଣିତ ହୋଇଛି।

ପ୍ରଥମ ଥର ପାଇଁ କାନପୁରର ଗ୍ରୀନ ପାର୍କରେ ଅୟୋଜିତ ହୋଇଥିବା ଏହି  ଦିବାରାତ୍ର ମ୍ୟାଚରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋହଲି ଆଣ୍ଡ୍ କୋ ଏହି ମ୍ୟାଚ୍ ଜିତିଲେ ଟିମ୍ ଇଣ୍ଡିଆ ଲଗାତାର ସପ୍ତମ ଥର ସିରିଜ ଜିତିବାର ଗୌରବ ହାସଲ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story