ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-ଟ୍ୱେଣ୍ଟି

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌। କେରଳର ଥିରୁଅନନ୍ତପୁରମ୍‌ରେ ହେବାକୁ ଥିବା ଏହି ମ୍ୟାଚ୍ ନିର୍ଣ୍ଣାୟକ ହେବ। ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ସିରିଜ୍ ଏବେ ୧-୧ ବରାବର ସ୍ଥିତିରେ ଅଛି। ଆଜି ମ୍ୟାଚ୍‌ ଟିମ୍ ଇଣ୍ଡିଆ ପାଇଁ  ଏସିଡ୍ ଟେଷ୍ଟ ହୋଇପାରେ। କାରଣ ଏହି ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ଜିତିଲେ ସିରିଜ କବ୍‌ଜା କରିବ ଦଳ। ନ୍ୟୁଜିଲାଣ୍ଡ ବି ସିରିଜ୍ ଜିତିବାକୁ ଉଦ୍ୟମ […]

kohli

kohli

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 06:58 AM IST

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌। କେରଳର ଥିରୁଅନନ୍ତପୁରମ୍‌ରେ ହେବାକୁ ଥିବା ଏହି ମ୍ୟାଚ୍ ନିର୍ଣ୍ଣାୟକ ହେବ। ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ।

ସିରିଜ୍ ଏବେ ୧-୧ ବରାବର ସ୍ଥିତିରେ ଅଛି। ଆଜି ମ୍ୟାଚ୍‌ ଟିମ୍ ଇଣ୍ଡିଆ ପାଇଁ  ଏସିଡ୍ ଟେଷ୍ଟ ହୋଇପାରେ। କାରଣ ଏହି ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ଜିତିଲେ ସିରିଜ କବ୍‌ଜା କରିବ ଦଳ। ନ୍ୟୁଜିଲାଣ୍ଡ ବି ସିରିଜ୍ ଜିତିବାକୁ ଉଦ୍ୟମ କରିବ। ନ୍ୟୁଜିଲାଣ୍ଡ ଏହି ସିରିଜ୍ ଜିତି ଦିନିକିଆ ସିରିଜ୍‌ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି। ତେଣୁ ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ଜିତିବା ପରେ ରାଜକୋଟ୍‌ରେ ନ୍ୟୁଜିଲାଣ୍ଡ ଆଗରେ ଏକପ୍ରକାର ଆତ୍ମସମର୍ପଣ କରିଥିଲା।  ସବୁ ବିଭାଗରେ ଖରାପ ପ୍ରଦର୍ଶନ କରିଥିଲା ଦଳ।  ବ୍ୟାଟିଂରେ କେବଳ କ୍ୟାପ୍ଟେନ କୋହଲିଙ୍କୁ ଛାଡିଦେଲେ ଆଉ କେହି ଭଲ ସ୍କୋର କରିପାରି ନ ଥିଲେ । ଧୋନି ୪୯ ରନ୍ କରିଥିଲେ ମଧ୍ୟ ସେତେ ଆଟାକିଂ ଖେଳିପାରି ନ ଥିଲେ ।

ସେହିପରି ରାଜକୋଟ୍‌ରେ ଟିମ୍ ଇଣ୍ଡିଆର ବୋଲିଂ ବି କାମ କରି ନ ଥିଲା। ବୁମ୍‌ରାହଙ୍କୁ ଛାଡିଦେଲେ ଆଉ କେହି କିୱି ବ୍ୟାଟ୍ସମ୍ୟାନଙ୍କୁ ରୋକି ପାରି ନ ଥିଲେ।

ଅନ୍ୟପକ୍ଷରେ ଆଜି ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ। ଗତକାଲି ପାଣିପାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story