ଭାରତର ଚିତ୍ତାକର୍ଷକ ବିଜୟ: ସିରିଜ କବ୍‌ଜା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ପରାସ୍ତ କଲା ଭାରତ। କାନପୁର ଠାରେ ଖେଳାଯାଇଥିବା ସିରିଜର ଶେଷ ମ୍ୟାଚକୁ ଭାରତ ଜିତି ନେଇଛନ୍ତି। ଏହି ବିଜୟ ସହ ଭାରତ ସିରିଜକୁ ୨-୧ରେ କବ୍‌ଜା କରି ସିରିଜ ବିଜୟୀ ହୋଇଛି। ଆଜିର ଏହି ରୋମାଞ୍ଚକ ମ୍ୟାଚ୍‌ରେ ଭାରତ ହାରୁ ହାରୁ ଜିତିଛି। ନ୍ୟୁଜିଲାଣ୍ଡ ଆକର୍ଷଣୀୟ ବ୍ୟାଟିଂ କରି ଶେଷରେ ୬ ରନରେ ପରାସ୍ତ ହୋଇଛି। ଆଜିର ମ୍ୟାଚ୍‌ରେ ରୋହିତ ଶର୍ମା ଓ କୋହଲିଙ୍କ ଶତକୀୟ ପାଳି ବଳରେ […]

555_1509293912_618x347

555_1509293912_618x347

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 10:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ପରାସ୍ତ କଲା ଭାରତ। କାନପୁର ଠାରେ ଖେଳାଯାଇଥିବା ସିରିଜର ଶେଷ ମ୍ୟାଚକୁ ଭାରତ ଜିତି ନେଇଛନ୍ତି। ଏହି ବିଜୟ ସହ ଭାରତ ସିରିଜକୁ ୨-୧ରେ କବ୍‌ଜା କରି ସିରିଜ ବିଜୟୀ ହୋଇଛି। ଆଜିର ଏହି ରୋମାଞ୍ଚକ ମ୍ୟାଚ୍‌ରେ ଭାରତ ହାରୁ ହାରୁ ଜିତିଛି। ନ୍ୟୁଜିଲାଣ୍ଡ ଆକର୍ଷଣୀୟ ବ୍ୟାଟିଂ କରି ଶେଷରେ ୬ ରନରେ ପରାସ୍ତ ହୋଇଛି। ଆଜିର ମ୍ୟାଚ୍‌ରେ ରୋହିତ ଶର୍ମା ଓ କୋହଲିଙ୍କ ଶତକୀୟ ପାଳି ବଳରେ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୩୩୭ ରନ କରିପାରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଆକର୍ଷଣୀୟ ବ୍ୟାଟିଂ ୫୦ ଓଭରରେ ୩୩୧ ରନ କରିବାରେ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ୍‌ ମୁଁରୋ ୭୫ ରନ କରିଥିବା ବେଳେ ୱିଲିୟମସନ୍‌ ୬୪ ଓ ଲାଥମ ୬୫ ରନ୍‌ କରିଥିଲେ। ଭାରତ ପକ୍ଷରୁ ବୁମ୍‌ରା ଆଜି ୧୦ ଓଭର ବୋଲିଂ କରି ସର୍ବାଧିକ  ୩ଟି ମୂଲ୍ୟବାନ ୱିକେଟ୍‌ ନେଇଥିଲେ। ସେହିପରି ଚହଲ ୨ଟି ଓ ଭୁବନେଶ୍ୱର କୁମାର ଗୋଟିଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story