ନ୍ୟୁଜିଲାଣ୍ଡ ବିପକ୍ଷରେ ୬ ୱିକେଟ୍‌ରେ ଭାରତ ବିଜୟୀ: ସିରିଜ ୧-୧ରେ ବରାବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇ ଦିନିକିଆ ହାରିବା ପରେ ପୁନେ ଦିନିକିଆକୁ ଜିତିନେଇଛି ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୬ୱିକେଟରେ ହରାଇ ମ୍ୟାଚ୍‌କୁ ନିଜ ନାଁରେ କରିଛି ଇଣ୍ଡିଆ। ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୩୦ ରନ୍ କରିଥିଲା। ୨୩୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ। ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୬୮ ରନ୍ କରି ଆଉଟ୍‌ ହେବାପରେ ଦିନେଶ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇ ଦିନିକିଆ ହାରିବା ପରେ ପୁନେ ଦିନିକିଆକୁ ଜିତିନେଇଛି ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୬ୱିକେଟରେ ହରାଇ ମ୍ୟାଚ୍‌କୁ ନିଜ ନାଁରେ କରିଛି ଇଣ୍ଡିଆ। ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୩୦ ରନ୍ କରିଥିଲା। ୨୩୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ। ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୬୮ ରନ୍ କରି ଆଉଟ୍‌ ହେବାପରେ ଦିନେଶ କାର୍ତ୍ତିକ ୬୪ ରନର ଅପରାଜିତ ପାଳି ଖେଳି ଟିମ୍‌କୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ୩ଟିକିଆ ଦିନିକିଆ ସିରିଜ ୧-୧ରେ ବରାବାର ରହିଛି। ଭାରତୀୟ ବୋଲର ଆଜି ଆକର୍ଷଣୀୟ ବୋଲିଂ କରିଥିଲେ। ଭୁବନେଶ୍ୱର କୁମାର ୩ଟି ୱିକେଟ୍‌ ନେଇଥିବା ବେଳେ ବୁମରା, ଚହଲ ୨ଟି ଲେଖାଁଏ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story