କେନିଆକୁ ହରାଇ ଭାରତ ଚାମ୍ପିୟନ: ମେସିଙ୍କ ସମକକ୍ଷ ହେଲେ ଅଧିନାୟକ ଛେତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିନାୟକ ସୁନିଲ ଛେତ୍ରୀଙ୍କ ଆକର୍ଷଣୀୟ ଖେଳ ବଳରେ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌କୁ ନିଜ ନାଁରେ କରିପାରିଛି। ପ୍ରତିଯୋଗିତର ଫାଇନାଲ୍‌ ମ୍ୟାଚ୍‌ରେ କେନିଆକୁ ୨-୦ ଗୋଲରେ ହରାଇ ଚାମ୍ପିୟନ ହୋଇଛି ଭାରତ। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୨ଟି ଗୋଲ୍‌ ସ୍କୋର କରିବା ପରେ ଆର୍ଜେଣ୍ଟିନାର ମହାନ ଫୁଟବଲ୍‌ ଖେଳାଳି ମେସିଙ୍କ ସମକକ୍ଷ ହୋଇପାରିଛନ୍ତି ସୁନିଲ ଛେତ୍ରୀ। ମେସି ଓ ଛେତ୍ରୀ ନିଜ ନିଜ ଦେଶ ପାଇଁ ଖେଳି ୬୪ଟି ଲେଖାଁଏ ଗୋଲ କରିଛନ୍ତି। ଏହି […]

64530140

64530140

Rakesh Mallick
  • Published: Monday, 11 June 2018
  • Updated: 11 June 2018, 12:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିନାୟକ ସୁନିଲ ଛେତ୍ରୀଙ୍କ ଆକର୍ଷଣୀୟ ଖେଳ ବଳରେ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌କୁ ନିଜ ନାଁରେ କରିପାରିଛି। ପ୍ରତିଯୋଗିତର ଫାଇନାଲ୍‌ ମ୍ୟାଚ୍‌ରେ କେନିଆକୁ ୨-୦ ଗୋଲରେ ହରାଇ ଚାମ୍ପିୟନ ହୋଇଛି ଭାରତ।

[caption id="attachment_244010" align="aligncenter" width="759"] ଅଧିନାୟକ ଛେତ୍ରୀ ସମ୍ପୂର୍ଣ୍ଣ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଅତି ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି। ସେ ପ୍ରତିଯୋଗାତାରେ ମୋଟ ୮ଟି ଗୋଲ କରି ଭାରତକୁ ଚାମ୍ପିୟନ କରାଇଛନ୍ତି। ଭାରତ ଏହି ପ୍ରତିଯୋଗିତାରେ ଦମ୍‌ଦାର୍‌ ପ୍ରଦର୍ଶନ କରିବା ସହ ୪ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ଗୋଲ୍‌ ଖାଇଛି।[/caption]

ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୨ଟି ଗୋଲ୍‌ ସ୍କୋର କରିବା ପରେ ଆର୍ଜେଣ୍ଟିନାର ମହାନ ଫୁଟବଲ୍‌ ଖେଳାଳି ମେସିଙ୍କ ସମକକ୍ଷ ହୋଇପାରିଛନ୍ତି ସୁନିଲ ଛେତ୍ରୀ। ମେସି ଓ ଛେତ୍ରୀ ନିଜ ନିଜ ଦେଶ ପାଇଁ ଖେଳି ୬୪ଟି ଲେଖାଁଏ ଗୋଲ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ ଆଗରେ କେବଳ ରୋନାଲ୍ଡୋ ହିଁ ଅଛନ୍ତି। ସେ ୧୫୦ଟି ମ୍ୟାଚ୍‌ ଖେଳି ନିଜ ଦେଶ ପାଇଁ  ୮୧ଟି ଗୋଲ୍‌ କରିଛନ୍ତି। ସୁନିଲ ଛେତ୍ରୀ ସର୍ବାଧିକ ଗୋଲ୍‌ ସ୍କୋର କରିବାରେ ମେସିଙ୍କ ସହ ମିଳତ ଭାବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି।

[caption id="attachment_244012" align="aligncenter" width="759"] ଫାଇନାଲ ମ୍ୟାଚ୍‌ରେ ଆରମ୍ଭରୁ ମିଳିଥିବା ସୁଯୋଗୁ ଭାରତ ହାତଛଡ଼ା କରିନଥିଲା। ମ୍ୟାଚ୍ର ମାତ୍ର ୭ମିନିଟରେ ଭାରତ ପ୍ରଥମ ଗୋଲ୍‌ ସ୍କୋର କରି ୧-୦ରେ ଅଗ୍ରଣୀ ଲାଭ କରିଥିଲା। ଏବଂ ଭାରତ ଦ୍ୱିତୀୟ ଗୋଲ୍‌ ୨୮ ମିନିଟରେ କରିଥିଲା। ଏହି ଦୁଇଟି ଗୋଲ୍‌ ଅଧିନାୟକ ଛେତ୍ରୀ ହିଁ କରିଥିଲେ। [/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story