ଭାରତୀୟ ସିନିୟର ହକି ଟିମରେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ: ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଟୋକିଓରେ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଭାରତୀୟ ହକି ଦଳର ଘୋଷଣା କରାଯାଇଛି। ଟିମର ନିୟମିତ କ୍ୟାପଟେନ୍ ମନପ୍ରୀତ ସିଂହ ଓ ଗୋଲକିପର ପିଆର୍ ଶ୍ରୀଜେଶଙ୍କ ସମେତ କିଛି ସିନିୟର ଖେଳାଳିଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ରାମ ଦିଆଯାଇଛି। ମନପ୍ରୀତ ଓ ଶ୍ରୀଜେଶଙ୍କ ବ୍ୟତୀତ ଡିଫେଣ୍ଡର୍ ସୁରେନ୍ଦ୍ର କୁମାର ମଧ୍ୟ ଭାରତର ୧୮ ଜଣିଆ ଟିମରେ ରହିବେନି। ଡ୍ରାଗ୍ ଫ୍ଲିକର୍ ହରମନପ୍ରୀତ […]

hockey

hockey

Ranjit Kumar Jena
  • Published: Thursday, 25 July 2019
  • Updated: 25 July 2019, 07:10 PM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଟୋକିଓରେ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଭାରତୀୟ ହକି ଦଳର ଘୋଷଣା କରାଯାଇଛି। ଟିମର ନିୟମିତ କ୍ୟାପଟେନ୍ ମନପ୍ରୀତ ସିଂହ ଓ ଗୋଲକିପର ପିଆର୍ ଶ୍ରୀଜେଶଙ୍କ ସମେତ କିଛି ସିନିୟର ଖେଳାଳିଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ରାମ ଦିଆଯାଇଛି।

ମନପ୍ରୀତ ଓ ଶ୍ରୀଜେଶଙ୍କ ବ୍ୟତୀତ ଡିଫେଣ୍ଡର୍ ସୁରେନ୍ଦ୍ର କୁମାର ମଧ୍ୟ ଭାରତର ୧୮ ଜଣିଆ ଟିମରେ ରହିବେନି। ଡ୍ରାଗ୍ ଫ୍ଲିକର୍ ହରମନପ୍ରୀତ ସିଂହ ଭାରତୀୟ ଟିମର ନେତୃତ୍ୱ ନେବେ ଏବଂ ଷ୍ଟ୍ରାଇକର୍ ମନଦୀପ ସିଂହ ଉପଅଧିନାୟକ ହେବେ। ତେବେ ଜାତୀୟ ଦଳରେ ଓଡ଼ିଶାର ଦୁଇ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ନିଲମ ସଞ୍ଜୀପ ଖେସ୍ ଏବଂ ଆଶିଷ ଟପ୍ନୋ।

ଆଶିଷ, ନିଲମ ଓ ଶମଶେର ସିଂହ ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଭାରତୀୟ ଟିମରେ ପଦାର୍ପଣ କରିବେ। ଅଭିଜ୍ଞ ଷ୍ଟ୍ରାଇକର୍ ଏସଭି ସୁନୀଲ୍ ଆଣ୍ଠୁଜନିତ ଆଘାତ ପରେ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ପ୍ରାୟ ୯ ମାସ ପରେ ଜାତୀୟ ଦଳକୁ ଫେରିଛନ୍ତି। ଅଭିଜ୍ଞ ଡ୍ରାଗ୍ ଫ୍ଲିକର ରୂପିନ୍ଦର ପାଲ୍ ସିଂହ, ବୀରେନ୍ଦ୍ର ଲାକ୍ରା ଓ ଆକାଶଦୀପ ସିଂହଙ୍କୁ ଟିମରେ ନିଆଯାଇ ନାହିଁ। ଶ୍ରୀଜେଶଙ୍କ ଅନୁପସ୍ଥିତିରେ କ୍ରିଷନ୍ ବାହାଦୂର ପାଠକ ଏବଂ ସୂରଜ କେର୍କେରା ଗୋଲକିପିଙ୍ଗ ଦାୟିତ୍ୱ ସମ୍ଭାଳିବେ।

ଭାରତର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି, "ନଭେମ୍ବରରେ ହେବାକୁଥିବା ଅଲିମ୍ପିକ୍ସ କ୍ୱାଲିଫାୟରଙ୍କୁ ଦୃଷ୍ଟିରେ ରଖି କିଛି ସିନିୟର ଖେଳାଳିଙ୍କୁ ଆରାମ ଦିଆଯାଇଛି। ମନପ୍ରୀତଙ୍କ ସମେତ ବିଶ୍ରାମ ଦିଆଯାଇଥିବା ଖେଳାଳିମାନେ ଗତ ୧୨ମାସ ହେବ ଲଗାତାର ଖେଳିଆସୁଛନ୍ତି। ଆମେ ଚାହୁଁଛୁ ସେମାନେ ସତେଜ ରହି ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହୁଅନ୍ତୁ। ସେମାନଙ୍କ ଅନୁପସ୍ଥିତିରେ ଅନ୍ୟ ଖେଳାଳିଙ୍କ ପାଖରେ ନିଜ ନିଜର ଦକ୍ଷତାକୁ ପ୍ରମାଣିତ କରିବାର ଭଲ ସୁଯୋଗ ରହିଛି।"

ଭାରତୀୟ ସ୍କ୍ୱାଡ୍: କ୍ରିଷନ୍ ବାହାଦୂର ପାଠକ, ସୂରଜ କେର୍କେରା, ଗୁରିନ୍ଦର ସିଂହ, ହରମନପ୍ରୀତ ସିଂହ (କ୍ୟାପଟେନ୍), କୋଥାଜିତ୍ ସିଂହ ଖାଦାଙ୍ଗବାମ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା, ବିବେକ ସାଗର ପ୍ରସାଦ, ଯଶକରନ୍ ସିଂହ, ମନଦୀପ ସିଂହ, ଗୁରସାହିବଜିତ୍ ସିଂହ, ନୀଲକ ସଞ୍ଜୀବ ଖେସ୍, ଜର୍ମନପ୍ରୀତ ସିଂହ, ବରୁନ୍ କୁମାର, ଆଶିଷ ଟପ୍ନୋ, ଏସଭି ସୁନୀଲ, ଗୁରଜନ୍ତ ସିଂହ, ଶମଶେର ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story