ଆଜିଠୁ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍

ଗାଲେ: ଆଜିଠାରୁ ଖେଳାଯିବ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ ମ୍ୟାଚ୍‌।  ଶ୍ରୀଲଙ୍କାର ଗାଲେ ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଏହି ମ୍ୟାଚ ଖେଳାଯିବ। ତେବେ ତା’ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି।  ଜ୍ୱରରେ ଆକ୍ରାନ୍ତ ଓପନର କେ.ଏଲ୍ ରାହୁଲ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ପୂର୍ବରୁ ଅନ୍ୟ ଭାରତୀୟ ଓପନର ମୁରଲୀ ବିଜୟ କାନ୍ଧ ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି। ଯଦି ରାହୁଲ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ ତେବେ ତାଙ୍କ ସ୍ଥାନରେ ଶିଖର ଧଓ୍ୱନ ଓ […]

viratkohli-team-india-12-1463048325

viratkohli-team-india-12-1463048325

Rakesh Mallick
  • Published: Wednesday, 26 July 2017
  • Updated: 26 July 2017, 08:30 AM IST

Sports

Latest News

ଗାଲେ: ଆଜିଠାରୁ ଖେଳାଯିବ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ ମ୍ୟାଚ୍‌।  ଶ୍ରୀଲଙ୍କାର ଗାଲେ ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଏହି ମ୍ୟାଚ ଖେଳାଯିବ। ତେବେ ତା’ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି।  ଜ୍ୱରରେ ଆକ୍ରାନ୍ତ ଓପନର କେ.ଏଲ୍ ରାହୁଲ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ପୂର୍ବରୁ ଅନ୍ୟ ଭାରତୀୟ ଓପନର ମୁରଲୀ ବିଜୟ କାନ୍ଧ ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି। ଯଦି ରାହୁଲ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ ତେବେ ତାଙ୍କ ସ୍ଥାନରେ ଶିଖର ଧଓ୍ୱନ ଓ ଅଭିନବ ମୁକୁନ୍ଦ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରିପାରନ୍ତି। ନୂଆ କୋଚ୍‌ ରବି ଶାସ୍ତ୍ରୀଙ୍କ ଅଧୀନରେ ଭାରତୀୟ ଦଳ ପ୍ରଥମ ଟେଷ୍ଟ୍‌ ସିରିଜ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos