ଆସନ୍ତାକାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ। କେପ୍‌ଟାଉନ୍ରେ ଏହି ମ୍ୟାଚ୍‌ ଖେଳାଯିବ। ଭାରତ ପାଇଁ ଏହି ସିରିଜ୍‌ ଏକ ଚ୍ୟାଲେଞ୍ଜ ପରି। କାରଣ ୨୫ ବର୍ଷ ହେଲା ଭାରତ ଦକ୍ଷିଣ ଆଫ୍ରିକାକୁ ତା’ ମାଟିରେ ସିରିଜ ହରାଇ ପାରିନାହିଁ। ଲଗାତର ୯ଟି ସିରିଜ ଜିତିଥିବା ଟିମ୍ ଇଣ୍ଡିଆ ଏବେ ଆତ୍ମବିଶ୍ୱାସରେ ରହିଛି। ତଥାପି ଦକ୍ଷିଣ ଆଫ୍ରିକାର ବାଉନ୍ସ ପିଚ୍‌ରେ ଭାରତ ପେସ୍ ବାହିନୀଙ୍କ ଉପରେ ନିର୍ଭର କରିବ। ଆଉ […]

viratkohlill

viratkohlill

Rakesh Mallick
  • Published: Thursday, 04 January 2018
  • Updated: 04 January 2018, 08:22 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ। କେପ୍‌ଟାଉନ୍ରେ ଏହି ମ୍ୟାଚ୍‌ ଖେଳାଯିବ। ଭାରତ ପାଇଁ ଏହି ସିରିଜ୍‌ ଏକ ଚ୍ୟାଲେଞ୍ଜ ପରି। କାରଣ ୨୫ ବର୍ଷ ହେଲା ଭାରତ ଦକ୍ଷିଣ ଆଫ୍ରିକାକୁ ତା’ ମାଟିରେ ସିରିଜ ହରାଇ ପାରିନାହିଁ।

cricketଲଗାତର ୯ଟି ସିରିଜ ଜିତିଥିବା ଟିମ୍ ଇଣ୍ଡିଆ ଏବେ ଆତ୍ମବିଶ୍ୱାସରେ ରହିଛି। ତଥାପି ଦକ୍ଷିଣ ଆଫ୍ରିକାର ବାଉନ୍ସ ପିଚ୍‌ରେ ଭାରତ ପେସ୍ ବାହିନୀଙ୍କ ଉପରେ ନିର୍ଭର କରିବ। ଆଉ ଏହି ପେସ୍‌ ବାହିନୀର ନେତୃତ୍ୱ ନେବେ ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟ। ଯଶପ୍ରୀତ୍ ବୁମ୍ରା କେପ୍‌ଟାଉନ୍‌ରେ ଟେଷ୍ଟ ଡେବ୍ୟୁ କରିପାରନ୍ତି।

ସେହିପରି ଦକ୍ଷିଣ ଆଫ୍ରିକା ଟିମ୍ ନିଜ ମାଟିରେ ଘାଇଲା ବାଘ ସଦୃଶ। ସବୁ ବିଭାଗରେ ଦଳ ବେଶ୍ ଶକ୍ତିଶାଳୀ। ଡେଲ୍ ଷ୍ଟେନ୍, ଫିଲାଣ୍ଡର, ମୋର୍କେଲ ଓ ମୋରିସ୍‌ଙ୍କ ପରି ସିମର ଅଛନ୍ତି। ତେବେ ଷ୍ଟେନ୍ ଗନ୍‌ଙ୍କୁ ସାମ୍ନା କରିବା ଟିମ୍ ଇଣ୍ଡିଆ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ। ଅଧିନାୟକ ଡୁପ୍ଲେସିସ୍, ଡିଭିଲିୟର୍ସ, ଅମଲା, ଡିକକକ୍‌ଙ୍କୁ ନେଇ ବ୍ୟାଟିଂ ମଧ୍ୟ ଶକ୍ତିଶାଳୀ।

ପାଖାପାଖି ୨ମାସର ଏହି ଗସ୍ତରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟେଷ୍ଟ, ୩ଟି ଟି-୨୦ ଓ ୬ଟି ଦିନିକିଆ ମ୍ୟାଚ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story