କେପ୍‌ଟାଉନ୍‌ ଟେଷ୍ଟ: ବୁମ୍‌ରା ଦେଲେ ଝଟକା ପରେ ଝଟକା

କେପ୍‌ଟାଉନ୍‌: ରୋଚକ ମୋଡ୍‌ରେ ପହଞ୍ଚିଛି ଭାରତ ଓ ଦକ୍ଷିଣଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ। ଅଧିନାୟକ ବିରାଟ୍‌ କୋହଲିଙ୍କ ୧୫୩ ରନ୍‌ ବଳରେ ଭାରତ ୩୦୭ ରନ୍‌ରେ ଅଲ୍‌ଆଟ୍‌ ହୋଇଯାଇଛି। ୨୮ରନ୍‌ର ଲିଡ୍‌ ନେଇ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ପାଇଁ ପଡିଆକୁ ଓହ୍ଲାଇଥିବା ଦକ୍ଷିଣଆଫ୍ରିକାକୁ ଭାରତ ଝଟ୍‌କା ପରେ ଝଟକା ଦେଇଛି। ଭାରତ ପକ୍ଷରୁ ଜସପ୍ରିତ୍‌ ବୁମ୍ରା ଲଗାତାର ଦୁଇଟି ୱିକେଟ୍‌ ନେଇଛନ୍ତି। ଦକ୍ଷିଣ ଆଫ୍ରିକା  ଦୁଇ ୱିକେଟ୍‌ ହରାଇ ୩୭ ରନ୍‌ କରିଛି। ଏବି ଡିଭିଲର୍ସ […]

virat koholi

virat koholi

Rakesh Mallick
  • Published: Monday, 15 January 2018
  • Updated: 15 January 2018, 05:49 PM IST

Sports

Latest News

କେପ୍‌ଟାଉନ୍‌: ରୋଚକ ମୋଡ୍‌ରେ ପହଞ୍ଚିଛି ଭାରତ ଓ ଦକ୍ଷିଣଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ। ଅଧିନାୟକ ବିରାଟ୍‌ କୋହଲିଙ୍କ ୧୫୩ ରନ୍‌ ବଳରେ ଭାରତ ୩୦୭ ରନ୍‌ରେ ଅଲ୍‌ଆଟ୍‌ ହୋଇଯାଇଛି। ୨୮ରନ୍‌ର ଲିଡ୍‌ ନେଇ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ପାଇଁ ପଡିଆକୁ ଓହ୍ଲାଇଥିବା ଦକ୍ଷିଣଆଫ୍ରିକାକୁ ଭାରତ ଝଟ୍‌କା ପରେ ଝଟକା ଦେଇଛି। ଭାରତ ପକ୍ଷରୁ ଜସପ୍ରିତ୍‌ ବୁମ୍ରା ଲଗାତାର ଦୁଇଟି ୱିକେଟ୍‌ ନେଇଛନ୍ତି। ଦକ୍ଷିଣ ଆଫ୍ରିକା  ଦୁଇ ୱିକେଟ୍‌ ହରାଇ ୩୭ ରନ୍‌ କରିଛି। ଏବି ଡିଭିଲର୍ସ ୧୯ ଓ ଡିନ୍‌ ଏଲଗାର ୧୦ ରନ୍‌ କରି ବ୍ୟାଟିଂ କରୁଛନ୍ତି।

ବିରାଟ୍‌ କୋହଲି ତାଙ୍କ ଟେଷ୍ଟ କ୍ୟାରିଅରରେ ଆଜି ୨୧ତମ ଶତକ ମାରିଛନ୍ତି। କ୍ରୀକେଟ୍‌ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପରେ ବିରାଟ ପକ୍ଷିଣଆଫ୍ରିକାରେ ଦ୍ୱିତୀୟ ସଫଳ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି ବିରାଟ୍‌। ସଚିବ ଦକ୍ଷିଣ ଆଫ୍ରିକାରେ ୫ ଶତକ ମାରି ପ୍ରଥମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story