ସେଞ୍ଚୁରିଆନ୍‌ ଟେଷ୍ଟ: ପରାଜୟ ଦ୍ୱାର ଦେଶରେ ଭାରତ

କେପ୍‌ଟାଉନ୍‌: ସେଞ୍ଚୁରିଆନ୍‌ ଟେଷ୍ଟର ଚତୁର୍ଥ ଦିନରେ ଭାରତ ରନ୍‌ କରିବା ପାଇଁ ସଂଘର୍ଷ କରୁଛି। ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍‌ ହରାଇ ମାତ୍ର ୩୫ ରନ୍‌ କରିଛି। ବର୍ତ୍ତମାନ ଚେତେଶ୍ୱର ପୂଜାରା ୧୧ ଓ ପାର୍ଥିଭ ପଟେଲ ୫ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ପଞ୍ଚମ ଦିନରେ ଫଳାଫଳ ବାହାରିବା ନିଶ୍ଚିତ ହୋଇଛି। କହିବାକୁ ଗଲେ ଭାରତ ପରାଜୟର ଦ୍ୱାରଦେଶରେ ଛିଡ଼ା ହୋଇଛି। ୨୮ ରନ୍‌ର ଲିଡ୍‌ ନେଇ ଦକ୍ଷିଣଆଫ୍ରିକା ଆଜି ଚତୁର୍ଥ ଦିନରେ […]

murali-vijay-is-bowled-by-kagi

murali-vijay-is-bowled-by-kagi

Rakesh Mallick
  • Published: Tuesday, 16 January 2018
  • Updated: 16 January 2018, 10:07 PM IST

Sports

Latest News

କେପ୍‌ଟାଉନ୍‌: ସେଞ୍ଚୁରିଆନ୍‌ ଟେଷ୍ଟର ଚତୁର୍ଥ ଦିନରେ ଭାରତ ରନ୍‌ କରିବା ପାଇଁ ସଂଘର୍ଷ କରୁଛି। ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍‌ ହରାଇ ମାତ୍ର ୩୫ ରନ୍‌ କରିଛି। ବର୍ତ୍ତମାନ ଚେତେଶ୍ୱର ପୂଜାରା ୧୧ ଓ ପାର୍ଥିଭ ପଟେଲ ୫ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ପଞ୍ଚମ ଦିନରେ ଫଳାଫଳ ବାହାରିବା ନିଶ୍ଚିତ ହୋଇଛି। କହିବାକୁ ଗଲେ ଭାରତ ପରାଜୟର ଦ୍ୱାରଦେଶରେ ଛିଡ଼ା ହୋଇଛି।

୨୮ ରନ୍‌ର ଲିଡ୍‌ ନେଇ ଦକ୍ଷିଣଆଫ୍ରିକା ଆଜି ଚତୁର୍ଥ ଦିନରେ ମାତ୍ର ୨୫୮ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଭାରତକୁ ୨୮୭ ରନ୍‌ର ଲକ୍ଷ୍ୟ ଦେଇଛି। ଦକ୍ଷିଣଆଫ୍ରିକା ପକ୍ଷରୁ ଏଭି ଡିଭିଲର୍ସ ୮୦, ଉପ୍ନର ଡେନ୍‌ ଏଗଲାର ୬୧ ଓ ଅଧିନାୟକ ଫାଫ୍‌ ଡୁ-ପ୍ଲେସି ୪୮ ରନ୍‌ କରିଥିଲେ। ଭାରତ ପକ୍ଷରୁ  ମହମ୍ମଦ ସାମୀ ୪ଟି, ଜସ୍‌ପ୍ରୀତ ବୋମ୍ରା ୩ଟି, ଇଶାନ୍ତ ଶର୍ମା ୨ଟି, ରବିଚନ୍ଦ୍ରନ ଅଶ୍ୱିନୀ ୧ଟି ୱିକେଟ୍‌ ନେଇଥିଲେ।

୨୮୭ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା। ମାତ୍ର ଦକ୍ଷିଣଆଫ୍ରିକା ବୋଲରଙ୍କ ଆଗରେ ବଶୀ ସମୟ ତିଷ୍ଠି ପାରିନଥିଲେ। ୩୫ ରନ୍‌ରେ ୩ଟି ମୂଲ୍ୟବାନ ୱିକେଟ୍‌ ହରାଇ ଭାରତ ପରାଜୟର ଦ୍ୱାରଦେଶରେ ଛିଡ଼ା ହୋଇଛି। ମୂରଲୀ ବିଜୟ ୯, ଲୋକେଶ ରାହୁଲ ୪ ଓ ଅଧିନାୟକ ବିରାଟ୍‌ କୋହଲି ୫ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story