ବିରାଟ ବାହିନୀଙ୍କ ପାଇଁ ନୂଆ ବର୍ଷର ପ୍ରଥମ ପରୀକ୍ଷା ଆଜି: ଇତିହାସ ରଚିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ଆଗରେ ଦକ୍ଷିଣ ଆଫ୍ରିକା ଚ୍ୟାଲେଞ୍ଜ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଆରମ୍ଭ ହେବ ଟିମ୍ ଇଣ୍ଡିଆର ବର୍ଷ ୨୦୧୮। କେପ୍‌ଟାଉନରେ ଶୁକ୍ରବାର ଖେଳାଯିବ ସିରିଜର ପ୍ରଥମ ଟେଷ୍ଟ। ଦକ୍ଷିଣ ଆଫ୍ରିକାକୁ ତା ନିଜ ମାଟିରେ ହରାଇବା ବିରାଟ ବାହିନୀଙ୍କ ପାଇଁ ଏତେ ସହଜ ହୋଇନପାରେ। କାରଣ ଦୀର୍ଘ ୨୫ ବର୍ଷ ଧରି ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଜିତିନି କୌଣସି ଟେଷ୍ଟ ସିରିଜ। ତଥାପି ଲଗାତର ୯ଟି ସିରିଜ ଜିତିଥିବା ଟିମ୍ […]

kohli_fbsport_647_091016015750

kohli_fbsport_647_091016015750

Rakesh Mallick
  • Published: Friday, 05 January 2018
  • Updated: 05 January 2018, 09:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ଆଗରେ ଦକ୍ଷିଣ ଆଫ୍ରିକା ଚ୍ୟାଲେଞ୍ଜ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଆରମ୍ଭ ହେବ ଟିମ୍ ଇଣ୍ଡିଆର ବର୍ଷ ୨୦୧୮। କେପ୍‌ଟାଉନରେ ଶୁକ୍ରବାର ଖେଳାଯିବ ସିରିଜର ପ୍ରଥମ ଟେଷ୍ଟ। ଦକ୍ଷିଣ ଆଫ୍ରିକାକୁ ତା ନିଜ ମାଟିରେ ହରାଇବା ବିରାଟ ବାହିନୀଙ୍କ ପାଇଁ ଏତେ ସହଜ ହୋଇନପାରେ। କାରଣ ଦୀର୍ଘ ୨୫ ବର୍ଷ ଧରି ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଜିତିନି କୌଣସି ଟେଷ୍ଟ ସିରିଜ। ତଥାପି ଲଗାତର ୯ଟି ସିରିଜ ଜିତିଥିବା ଟିମ୍ ଇଣ୍ଡିଆ ଏବେ ଆତ୍ମବିଶ୍ୱାସରେ ଭରପୁର। ତେବେ ସାଉଥ୍ ଆଫ୍ରିକାର ବାଉନ୍ସ ପିଚରେ ଭାରତ ପେସ୍ ବାହିନୀଙ୍କ ଉପରେ ନିର୍ଭର କରିବ। ଟିମରେ ଅଛନ୍ତି ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଯଶପ୍ରୀତ୍ ବୁମ୍ରା।

ସେହିପରି ଦକ୍ଷିଣ ଆଫ୍ରିକା ଟିମ୍ ନିଜ ମାଟିରେ ଘାଇଲା ବାଘ ସଦୃଶ। ସବୁ ବିଭାଗରେ ଦଳ ବେଶ୍ ଶକ୍ତିଶାଳୀ। ଡେଲ୍ ଷ୍ଟେନ୍, ଫିଲାଣ୍ଡର, ମୋର୍କେଲ ଓ ମୋରିସଙ୍କ ପରି ସିମର ଅଛନ୍ତି। ତେବେ ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ସାମ୍ନା କରିବା ଟିମ୍ ଇଣ୍ଡିଆ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ। କ୍ୟାପ୍ଟେନ ଡୁପ୍ଲେସିସ୍, ଡିଭିଲିୟର୍ସ, ଅମ୍ଲା, ଡିକକଙ୍କୁ ନେଇ ବ୍ୟାଟିଂ ମଧ୍ୟ ବେଶ ଶକ୍ତିଶାଳୀ ରହିଛି ଦକ୍ଷିଣ ଆଫ୍ରିକା ଦଳର।

ପାଖାପାଖି ୨ମାସର ଏହି ଗସ୍ତରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟେଷ୍ଟ, ୩ଟି ଟି-୨୦ ଓ ୬ଟି ଦିନିକିଆ ମ୍ୟାଚ ଖେଳିବ। ତେବେ ସମସ୍ତ ଟେଷ୍ଟରେ ପରାସ୍ତ ହେଲେ ମଧ୍ୟ ଭାରତ ଟେଷ୍ଟ ମାନ୍ୟତାରେ ନମ୍ବର ୱାନ୍ ସ୍ଥାନ ବଜାୟ ରଖିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story