ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଟିମ୍ ଇଣ୍ଡିଆର ଖେଳାଳି ଚୟନ ୨୦ରେ

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ସେପ୍ଟମ୍ବର ୨୦ରେ ଟିମ୍ ଇଣ୍ଡିଆର ଖେଳାଳି ଚୟନ ହେବ। ଏହି ସିରିଜରେ ୩ ଟି ଟି-୨୦ ଓ ୫ ଟି ଏକଦିବସୀୟ ପାଇଁ ଟିମ ଇଣ୍ଡିଆର ଖେଳାଳି ଚୟନ ହେବ। ଦୁଇ ଦେଶ ମଧ୍ୟରେ ସେପ୍ଟେମ୍ବର ୨୯ରେ ପ୍ରଥମ ଟି-୨୦ ୱାର୍ମ ଅପ୍ ମ୍ୟାଚ୍ ପାଲାମ ଏୟାରଫୋର୍ସ ଗ୍ରାଉଣ୍ଡରେ ଖେଳାଯିବ। ଏଥିପାଇଁ ବିସିସିଆଇର ଚୟନକର୍ତ୍ତା କମିଟିର ଏକ ବୈଠକ ଆସନ୍ତା ୨୦ ତାରିଖରେ ବସିବ। ଏଥିରେ ଟିମ ଇଣ୍ଡିଆର ଖେଳାଳିଙ୍କୁ […]

team india

team india

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 11:12 AM IST

Sports

Latest News

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ସେପ୍ଟମ୍ବର ୨୦ରେ ଟିମ୍ ଇଣ୍ଡିଆର ଖେଳାଳି ଚୟନ ହେବ। ଏହି ସିରିଜରେ ୩ ଟି ଟି-୨୦ ଓ ୫ ଟି ଏକଦିବସୀୟ ପାଇଁ ଟିମ ଇଣ୍ଡିଆର ଖେଳାଳି ଚୟନ ହେବ। ଦୁଇ ଦେଶ ମଧ୍ୟରେ ସେପ୍ଟେମ୍ବର ୨୯ରେ ପ୍ରଥମ ଟି-୨୦ ୱାର୍ମ ଅପ୍ ମ୍ୟାଚ୍ ପାଲାମ ଏୟାରଫୋର୍ସ ଗ୍ରାଉଣ୍ଡରେ ଖେଳାଯିବ। ଏଥିପାଇଁ ବିସିସିଆଇର ଚୟନକର୍ତ୍ତା କମିଟିର ଏକ ବୈଠକ ଆସନ୍ତା ୨୦ ତାରିଖରେ ବସିବ। ଏଥିରେ ଟିମ ଇଣ୍ଡିଆର ଖେଳାଳିଙ୍କୁ ଚୟନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story