କଲମ୍ବୋ ଟେଷ୍ଟ: ୧୫୭ ରନରେ ଭାରତ ଆଗୁଆ

କଲମ୍ବୋ: କଲମ୍ବୋରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ତୃତୀୟ ଦିନରେ ଭାରତ ୯ ୱିକେଟ ବାକି ଥାଇ ୧୫୭ ରନ ଆଗୁଆ ରହିଛି। ଦଳ ତୃତୀୟ ଦିନ ଖେଳ ଶେଷ ହେବା ବେଳକୁ ଭାରତ ୭୦ ରନ ସଂଗ୍ରହ କରି ଗୋଟିଏ ୱିକେଟ ହରାଇଛି। ଦଳପକ୍ଷରୁ ମୁରଲୀ ବିଜୟ ୩୯ ରନ ଓ ଆଜିଙ୍କ୍ୟ ରାହାଣେ ୨୮ ରନ କରି ଅପରାଜିତ ରହିଛନ୍ତି। ଅନ୍ୟପକ୍ଷରେ ଧମ୍ମିକା ପ୍ରସାଦ ଗୋଟିଏ ୱିକେଟ ନେଇଛନ୍ତି। ଆଜି ଘରୋଇ ଦଳ […]

india-srilanka-colombo-test

india-srilanka-colombo-test

Rakesh Mallick
  • Published: Saturday, 22 August 2015
  • Updated: 23 August 2015, 05:49 AM IST

Sports

Latest News

india-srilanka-colombo-testକଲମ୍ବୋ: କଲମ୍ବୋରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ତୃତୀୟ ଦିନରେ ଭାରତ ୯ ୱିକେଟ ବାକି ଥାଇ ୧୫୭ ରନ ଆଗୁଆ ରହିଛି। ଦଳ ତୃତୀୟ ଦିନ ଖେଳ ଶେଷ ହେବା ବେଳକୁ ଭାରତ ୭୦ ରନ ସଂଗ୍ରହ କରି ଗୋଟିଏ ୱିକେଟ ହରାଇଛି। ଦଳପକ୍ଷରୁ ମୁରଲୀ ବିଜୟ ୩୯ ରନ ଓ ଆଜିଙ୍କ୍ୟ ରାହାଣେ ୨୮ ରନ କରି ଅପରାଜିତ ରହିଛନ୍ତି। ଅନ୍ୟପକ୍ଷରେ ଧମ୍ମିକା ପ୍ରସାଦ ଗୋଟିଏ ୱିକେଟ ନେଇଛନ୍ତି। ଆଜି ଘରୋଇ ଦଳ ଶ୍ରୀଲଙ୍କା ୩୦୬ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମାଥ୍ୟୁସ ୧୬୭ ବଲରୁ ୧୦୨,ଥିରିମାନ୍ନେ ୧୬୮ ବଲରୁ ୬୨,ସିଲଭା ୧୧୮ରୁ ୫୧ ରନ କରିଥିଲେ। ଭାରତପକ୍ଷରୁ ୪୩ ରନ ଦଇ ୪ଟି ୱିକେଟ,ଇଶାନ୍ତ ଶର୍ମା ଓ ଅଶ୍ୱିନୀ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।  ଭାରତ ପ୍ରଥମ ଇନିଂସରେ ୩୯୩ ରନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos