ଆସନ୍ତାକାଲି ଦ୍ୱିତୀୟ ଦିନିକିଆ: ୮୦୦ ତମ କ୍ଲବରେ ସାମିଲ ହେବ ଶ୍ରୀଲଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଭାରତ ଶ୍ରୀଲଙ୍କା ମଧ୍ୟରେ ପାଲିକଲ ଷ୍ଟାଡିୟମରେ ଖେଳାଯିବ ଦ୍ୱିତୀୟ ଦିନିକିଆ। କାଲିର ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିବାକୁ ଉଦ୍ୟମ କରିବ। ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆ ଖେଳାଳିମାନେ ଜିମ୍‌ରେ ଅନେକ ସମୟ ବିତାଇବା ସହ ନିଜକୁ ଫିଟ୍ ରଖିବା ପାଇଁ କଠିନ ଏକ୍ସରସାଇଜ୍ କରିଥିଲେ। ଏହାର ଏକ ଭିଡିଓ ବିସିସିଆଇ ପକ୍ଷରୁ ସୋସିଆଲ୍ ମିଡିଆରେ ସେୟାର କରାଯାଇଛି। ଯେଉଁଥିରେ କୋହଲିଙ୍କ […]

criket

criket

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 07:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଭାରତ ଶ୍ରୀଲଙ୍କା ମଧ୍ୟରେ ପାଲିକଲ ଷ୍ଟାଡିୟମରେ ଖେଳାଯିବ ଦ୍ୱିତୀୟ ଦିନିକିଆ। କାଲିର ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିବାକୁ ଉଦ୍ୟମ କରିବ। ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆ ଖେଳାଳିମାନେ ଜିମ୍‌ରେ ଅନେକ ସମୟ ବିତାଇବା ସହ ନିଜକୁ ଫିଟ୍ ରଖିବା ପାଇଁ କଠିନ ଏକ୍ସରସାଇଜ୍ କରିଥିଲେ। ଏହାର ଏକ ଭିଡିଓ ବିସିସିଆଇ ପକ୍ଷରୁ ସୋସିଆଲ୍ ମିଡିଆରେ ସେୟାର କରାଯାଇଛି। ଯେଉଁଥିରେ କୋହଲିଙ୍କ ସମେତ ପାଣ୍ଡ୍ୟା, କେଦାର ଯାଦବଙ୍କୁ ଦେଖିବକୁ ମିଳିଛି।ପ୍ରଥମ ମ୍ୟାଚରେ ବିଜୟୀ ଭାରତୀୟ ଦଳ ଅପରିବର୍ତ୍ତିତ ରହିବା ସମ୍ଭାବନା ରହିଛି।
ଏହି ମ୍ୟାଚରେ ଶ୍ରୀଲଙ୍କା ଏକ ନୂଆ ରେକର୍ଡ ସ୍ଥାପନ କରିବ। ବିଶ୍ୱର ଚତୁର୍ଥ ଦଳ ଭାବେ ୮୦୦ ତମ ମ୍ୟାଚ ଖେଳିବାକୁ ଯାଉଛି। ଏହାପୂର୍ବରୁ ଭାରତ ସର୍ବାଧିକ ୯୧୮ଟି, ଅଷ୍ଟ୍ରେଲିଆ ୯୦୧ଟି ଏବଂ ପାକିସ୍ତାନ ୮୭୯ ଟି ମ୍ୟାଚ ଖେଳିସାରିଛି। ସେହିପରି ମାଲିଙ୍ଗା ଆଉ ମାତ୍ର ୨ ଓ୍ୱିକଟ ନେଲେ ଦିନିକିଆରେ ୩ ଶହ ଓ୍ୱିକେଟ କ୍ଲବରେ ସାମିଲ ହେବେ। ଟିମ ଇଣ୍ଡିଆ ଏହି ସିରିଜକୁ ୫-୦ ଜିତିଲେ ଆଇସିସି ମାନ୍ୟତାର ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story