ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ କୋହଲିଙ୍କୁ ବିଶ୍ରାମ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ଏଥିରୁ ଅଧିନାୟକ ବିରାଟ୍ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଘୋଷଣା କରାଯାଇଥିବା ଦଳରେ ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ଅଜିଙ୍କ୍ୟା ରାହାଣେ, ଶ୍ରେୟସ ଅୟର, ମନୀଷ ପାଣ୍ଡେ, କେଦାର ଯାଦବ୍, ଦିନେଶ କାର୍ତ୍ତିକ, ଏମ୍‌ଏସ୍ ଧୋନୀ, ହାର୍ଦ୍ଦିକ ପାଣ୍ଡିଆ, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ, ଜସପ୍ରିତ ବୁମ୍ରା, ଭୁବନେଶ୍ୱର […]

516394-rohit-sharma

516394-rohit-sharma

Rakesh Mallick
  • Published: Monday, 27 November 2017
  • Updated: 27 November 2017, 11:16 PM IST

Sports

Latest News

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ଏଥିରୁ ଅଧିନାୟକ ବିରାଟ୍ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ଘୋଷଣା କରାଯାଇଥିବା ଦଳରେ ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ଅଜିଙ୍କ୍ୟା ରାହାଣେ, ଶ୍ରେୟସ ଅୟର, ମନୀଷ ପାଣ୍ଡେ, କେଦାର ଯାଦବ୍, ଦିନେଶ କାର୍ତ୍ତିକ, ଏମ୍‌ଏସ୍ ଧୋନୀ, ହାର୍ଦ୍ଦିକ ପାଣ୍ଡିଆ, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ୟଜୁବେନ୍ଦ୍ର ଚହଲ, ଜସପ୍ରିତ ବୁମ୍ରା, ଭୁବନେଶ୍ୱର କୁମାର ଓ ସିଧ୍ୟାର୍ଥ କୌଲ ସ୍ଥାନ ପାଇଛନ୍ତି।

ପ୍ରଥମ ଦିନିକିଆ ମ୍ୟାଚ୍‌ ଡିସେମ୍ବର ୧୦ ତାରିଖରେ ଧର୍ମାଶାଳାରେ ଖେଳାଯିବ। ଶେଷ ମ୍ୟାଚ୍ ବିଶାଖାପାଟଣାରେ ୧୭ ତାରିଖରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos