ଭାରତ ବିଜୟ ଆଡକୁ ଅଗ୍ରସର: ଫଲୋଅନ୍‌ ପରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

ଭୁବନେଶ୍ୱର: କଲୋମ୍ବୋ ଟେଷ୍ଟରେ ଶ୍ରୀଲଙ୍କାର ଫଲୋଅନ୍‌। ପ୍ରଥମ ଇଂନିସରେ ଭାରତର ବିଶାଳ ସ୍କୋର ୬୨୨ ରନ୍‌ ଜବାବରେ ଶ୍ରୀଲଙ୍କା ତାର ପ୍ରଥମ ଇଂନିସରେ ମାତ୍ର ୧୮୩ ରନ୍‌ରେ ଅଲ ଆଉଟ୍‌ ହୋଇଯାଇଛି। ଏହାସହ ଫଲୋଅନ ପାଇଥିବା ଶ୍ରୀଲଙ୍କା ପୁଣି ଦ୍ୱିତୀୟ ଇଂନିସ ଆରମ୍ଭ କରିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ୱିତୀୟ ଇଂନିସରେ ୨ୱିକେଟ୍‌ ହରାଇ ୨୦୯ ରନ କରିଛି। ଦ୍ୱିତୀୟ ଟେଷ୍ଟର ଆଜି ତୃତୀୟ ଦିନ ଖେଳ ଶେଷ ହୋଇଥିବା ବେଳେ ମ୍ୟାଚ୍‌ […]

cricket-sri-la1

cricket-sri-la1

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 05:33 PM IST

Sports

Latest News

ଭୁବନେଶ୍ୱର: କଲୋମ୍ବୋ ଟେଷ୍ଟରେ ଶ୍ରୀଲଙ୍କାର ଫଲୋଅନ୍‌। ପ୍ରଥମ ଇଂନିସରେ ଭାରତର ବିଶାଳ ସ୍କୋର ୬୨୨ ରନ୍‌ ଜବାବରେ ଶ୍ରୀଲଙ୍କା ତାର ପ୍ରଥମ ଇଂନିସରେ ମାତ୍ର ୧୮୩ ରନ୍‌ରେ ଅଲ ଆଉଟ୍‌ ହୋଇଯାଇଛି। ଏହାସହ ଫଲୋଅନ ପାଇଥିବା ଶ୍ରୀଲଙ୍କା ପୁଣି ଦ୍ୱିତୀୟ ଇଂନିସ ଆରମ୍ଭ କରିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ୱିତୀୟ ଇଂନିସରେ ୨ୱିକେଟ୍‌ ହରାଇ ୨୦୯ ରନ କରିଛି। ଦ୍ୱିତୀୟ ଟେଷ୍ଟର ଆଜି ତୃତୀୟ ଦିନ ଖେଳ ଶେଷ ହୋଇଥିବା ବେଳେ ମ୍ୟାଚ୍‌ ଧୀରେ ଧୀରେ ଭାରତ କବ୍‌ଜାକୁ ଚାଲିଯାଉଛି। ପ୍ରଥମ ଇଂନିସରେ ଶ୍ରୀଲଙ୍କାର କୌଣସି ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲରଙ୍କୁ ସାମ୍ନା କରି ନ ପାରି ଆଉଟ୍‌ ହୋଇଯାଇଥିଲେ। ଭାରତ ପକ୍ଷରୁ ଅଶ୍ୱିନୀ ସର୍ବାଧିକ ୫ଟି ୱିକେଟ୍‌ ନେଇଥିବା ବେଳେ ଜାଡେଡା ଓ ଶାମି ୨ଟି ଲେଖାଏଁ ଏବଂ ଉମେଶ ଯାଦାବ ଗୋଟିଏ ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos