ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ଡ୍ର

କୋଲକାତା : କୋଲକାତା ଇଡେନ୍‌ ଗାର୍ଡେନ୍‌ରେ ଚାଲିଥିବା ଭାରତ- ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଯାଇଛି। ଶେଷ ଦିନରେ ଭାରତର ୨୩୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୮ ୱିକେଟ୍‌ ହରାଇ ମାତ୍ର ୭୫ ରନ୍‌ କରିପାରିଥିଲା। ଭାରତ ପକ୍ଷରୁ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୪, ମହମ୍ମଦ ସାମି ୨ଟି ଓ ଉମେଶ ଯାଦବ ଗୋଟିଏ ୱିକେଟ୍‌ ନେଇଥିଲେ। ଦ୍ୱିତୀୟ ପାଳିରେ ଭାରତ ୮ ୱିକେଟ୍‌ ହରାଇ ୨୩୦ ରନ୍‌ ଲିଡ୍‌ […]

cricket

cricket

Rakesh Mallick
  • Published: Monday, 20 November 2017
  • Updated: 20 November 2017, 10:03 PM IST

Sports

Latest News

କୋଲକାତା : କୋଲକାତା ଇଡେନ୍‌ ଗାର୍ଡେନ୍‌ରେ ଚାଲିଥିବା ଭାରତ- ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଯାଇଛି। ଶେଷ ଦିନରେ ଭାରତର ୨୩୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୮ ୱିକେଟ୍‌ ହରାଇ ମାତ୍ର ୭୫ ରନ୍‌ କରିପାରିଥିଲା। ଭାରତ ପକ୍ଷରୁ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୪, ମହମ୍ମଦ ସାମି ୨ଟି ଓ ଉମେଶ ଯାଦବ ଗୋଟିଏ ୱିକେଟ୍‌ ନେଇଥିଲେ।

ଦ୍ୱିତୀୟ ପାଳିରେ ଭାରତ ୮ ୱିକେଟ୍‌ ହରାଇ ୨୩୦ ରନ୍‌ ଲିଡ୍‌ ଦେଇଥିଲା। ଭାରତ ପକ୍ଷରୁ ଓପ୍ନର ଲୋକେଶ ରାହୁଲ ୭୯, ଶିଖର ଧାୱାନ ୯୪, ଚେତେଶ୍ୱର ପୂଜାରା ୨୨ ରନ୍‌, ଆଜିଙ୍କ୍ୟ ରାହାଣେ ୦, ରବିନ୍ଦ୍ର ଜେଡେଜା ୯,  ରବିଚନ୍ଦ୍ର ଅଶ୍ୱିନୀ ୭, ରିଦ୍ଧିମାନ ଶାହା ୫ ଓ ଭୁବନେଶ୍ୱର କୁମାର ୮ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ମାତ୍ର ବିରାଟ କୋହଲି ୧୦୪ ଓ ମହମ୍ମଦ ସାମି ୧୨ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ବିରାଟଙ୍କ ସେଞ୍ଚୁରି ପରେ  ଭାରତ ଇନିଂସ୍‌ ଘୋଷଣା କରିଥିଲା। ୨୩୦ ରନ୍‌ର ପିଛା କରିବା ପାଇଁ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଖେଳ ଶେଷ ସୁଦ୍ଧାର ୭ ୱିକେଟ୍‌ ହରାଇ ମାତ୍ର ୭୫ ରନ୍‌ କରିପାରିଥିଲା। ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଭୁବନେଶ୍ୱର କୁମାର।

ଭାରତ ପ୍ରଥମ ଇନିଂସରେ ୧୭୨ ରନ୍‌ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୨୯୪ ରନ୍‌ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତ ୩୫୨ ରନ୍‌ କରିଥିଲା। ଶେଷ ଦିନରେ ୨୩୦ ରନ୍‌ର ପିଛା କରୁଥିବା ଶ୍ରୀଲଙ୍କା ୮ ୱିକେଟ୍‌ ହରାଇ ମାତ୍ର ୭୫ ରନ୍‌ କରିପାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story