ଟେଷ୍ଟ ପରେ ଦିନିକିଆ ବି କ୍ଲିନ୍ ସୁଇପ୍‌: କୋହଲି ପହଞ୍ଚିଲେଣି ୩୦ରେ, ଖୁବଶୀଘ୍ର ଟପି ଯିବେ ସଚିନଙ୍କୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଲମ୍ବୋରେ ବି କମାଲ ଦେଖାଇଲା ଭାରତ। ୫ମ ଦିନିକିଆରେ ଭାରତ ୬ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ୫ ଟିକିଆ ସିରିଜରେ ଭାରତ ୫-୦ରେ ଜିତି ସିରିଜ ବିଜୟ ସହ କ୍ଲିନ୍‌ ସୁଇପ କରିଛି। କେବଳ ଖାଲି ଦିନିକିଆରେ ନୁହେଁ ଏହା ପୂର୍ବରୁ ଟେଷ୍ଟରେ ମଧ୍ୟ ଭାରତ ୩ଟି ମ୍ୟାଚ୍‌ରୁ ୩ଟିରେ ଜିତି କ୍ଲିନ୍‌ ସୁଇପ୍‌ କରିଥିଲା। ଫଳରେ ଦୁଇ ଦୁଇଟି ସିରିଜକୁ କ୍ଲିନ୍‌ ସୁଇପ କରି ନେଇଛି ଭାରତ। ଆଜିର ମ୍ୟାଚ୍‌ରେ […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 10:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଲମ୍ବୋରେ ବି କମାଲ ଦେଖାଇଲା ଭାରତ। ୫ମ ଦିନିକିଆରେ ଭାରତ ୬ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ୫ ଟିକିଆ ସିରିଜରେ ଭାରତ ୫-୦ରେ ଜିତି ସିରିଜ ବିଜୟ ସହ କ୍ଲିନ୍‌ ସୁଇପ କରିଛି। କେବଳ ଖାଲି ଦିନିକିଆରେ ନୁହେଁ ଏହା ପୂର୍ବରୁ ଟେଷ୍ଟରେ ମଧ୍ୟ ଭାରତ ୩ଟି ମ୍ୟାଚ୍‌ରୁ ୩ଟିରେ ଜିତି କ୍ଲିନ୍‌ ସୁଇପ୍‌ କରିଥିଲା। ଫଳରେ ଦୁଇ ଦୁଇଟି ସିରିଜକୁ କ୍ଲିନ୍‌ ସୁଇପ କରି ନେଇଛି ଭାରତ।

ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୩୮ ରନ କରିଥିଲା। ଜବାବରେ ବିରାଟ କୋହଲିଙ୍କ ଶତକୀୟ ପାଳି ବଳରେ ଭାରତ ଶ୍ରୀଲଙ୍କାକୁ ସହଜରେ ପରାସ୍ତ କରିପାରିଛି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଆକର୍ଷଣୀୟ ବୋଲିଂ କରି ୪୨ ରନ୍‌ ଦେଇ ୫ଟି ୱିକେଟ୍‌ ହାସଲ କରିଥିଲେ।

ଆଜିର ମ୍ୟାଚ୍‌ରେ ପୁଣି ଥରେ ଅଧିନାୟକ କୋହଲିଙ୍କ ବ୍ୟାଟରୁ ଆଉ ଏକ ଶତକ ଦେଖିବାକୁ ମିଳିଛି। ସେ ଲଗାତର ଦୁଇଟି ଶତକ ହାସଲ କରିଛନ୍ତି। ଏହାସହ ଦିନିକିଆରେ ସେ ୩୦ ଟି ଶତକ ପୂରଣ କରିଛନ୍ତି। ଆଜିର ଶତକ ପରେ ମହାନ କ୍ରିକେଟର୍‌ ସଚିନଙ୍କ ପରେ ଦ୍ୱିତୀୟ ସର୍ବାଧିକ ଦିନିକିଆ ଶତକ ହାସଲ କରିଛନ୍ତି କୋହଲି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ପଣ୍ଟିଂ ଓ କୋହଲି ସମାନ ୩୦ଟି ଲେଖାଏଁ ଶତକ ହାସଲ କରି ଉଭୟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋହଲି କିନ୍ତୁ ସବୁଠୁ କମ ଦିନିକିଆ ଖେଳି ଏହି କୃତିତ୍ୱ ଅର୍ଜନ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ୫ମ ଦିନିକିଆରେ କୋହଲି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏହାସହ ସେ ଚଳିତ ବର୍ଷରେ ୧ ହଜାର ରନ୍‌ ମଧ୍ୟ ପୂରଣ କରିଛନ୍ତି। କୋହଲି ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ ୮ଟି ଶତକ ହାସଲ କରିସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story